କଣ୍ଟାବାଞ୍ଜି ୨୦/୦୬ (ଆଜତକ୍ ଓଡ଼ିଶା) ଜଗତର ନାଥ ଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଅବସରରେ ଜୁନିୟର ରେଡକ୍ରସ ତରଫରୁ ପାନୀୟ ଜଳ, ମାସ୍କ ଓ ଶିଶୁ ପତ୍ରିକା ବଣ୍ଟନ କରାଯାଇଥିଲା।ଜୁନିୟର ରେଡକ୍ରସ ପରାମର୍ଶ ଦାତା ଶ୍ରୀ ବିରଞ୍ଚି ନାରାୟଣ ଦାଶଙ୍କ ଉଦ୍ୟମରେ କଣ୍ଟାବାଞ୍ଜିରେ ପବିତ୍ର ଘୋଷଯାତ୍ରା ଓ ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ୯୫ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଗ୍ରୀଷ୍ମପ୍ରବାହ ଯୋଗୁଁ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପାନୀୟ ଜଳ ଓ ଶିଶୁ ମାନଙ୍କର ପଠନ ପ୍ରବୃତ୍ତି ବୃଦ୍ଧି ସକାଶେ ଶିଶୁ ପତ୍ରିକା ବଣ୍ଟନ କରିବା ସହିତ ମାସ୍କ ଦିଆଯାଇଥିଲା।ଏହି କାର୍ଯ୍ୟକ୍ରମରେ ସମାଜସେବୀ ତଥା ପ୍ରକୃତିବନ୍ଧୁ ଶ୍ରୀ ସୂର୍ଯ୍ୟକାନ୍ତ ରଣା, ଶ୍ରୀ ଥମିର ଛତ୍ରିଆ, ଶ୍ରୀ ଦୀନବନ୍ଧୁ ବଗର୍ତ୍ତୀ, ସୁଶାନ୍ତ ମହାନ୍ତି ସହଯୋଗ କରିଥିଲେ।

Post a Comment