ନୂଆପଡ଼ା : (ପ୍ରମେଶ୍ୱର ମେହେର) ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ବରଗାଁ ଗ୍ରାମ ପଞ୍ଚାୟତର ବୋଟୋପାଲି ଗ୍ରମସ୍ତିତ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ସ୍ତରୀୟ ସାମୁହିକ ଆଭାସ (ମକ ଡ୍ରିଲ୍) ଅନୁଷ୍ଠିତ ହୋଇଯାଇଛି ।ନଦିକୁଲେ ଥିବା ବିଭିନ୍ନ ଗ୍ରାମବାସୀଙ୍କୁ ସୁରକ୍ଷିତ ଭାବରେ କିପରି ଉଦ୍ଧାର କରାଯିବ ସେ ନେଇ ମକ୍ ଡ୍ରିଲ କରାଯାଇଥିଲା ।ଏହି ମକ୍ ଡ୍ରିଲ କାର୍ଯ୍ୟକ୍ରମକୁ ରୁପେଶ ଚନ୍ଦ୍ର ମେହେର ପରିଚାଳନା କରିଥିବାବେଳେ ବିଡ଼ିଓ ସିନାପାଲି ସର୍ବେଶ୍ଵର ଜାଲ ସଭାପତିତ୍ବ କରିଥିବାବେଳେ ମୁଖ୍ୟ ଅତିଥି ଭାବରେ ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ମାଧୁରୀ ମାଝି ଯୋଗଦେଇଥିଲେ ଓ ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ ପର୍ଯ୍ୟବେକ୍ଷକ ସାହାଜ୍ୟକାରି ସନ୍ୟବାହିନୀ ସାଗର କୁମାର ରୟେ ଜିଲ୍ଲା ଜରୁରୀ କାଳୀନ କର୍ମଚାରୀ ତ୍ରିଲୋଚନ ନାଏକ, ଜିଲ୍ଲା ପରିକଳ୍ପନା କର୍ମଚାରୀ ମହେନ୍ଦ୍ର କୁମାର ସ୍ବାଇଁ, ତହସିଲଦାର ସିନାପାଲି ଶ୍ରୀମତୀ ଉପାଞ୍ଜଳି ମାଝି, ରାମନାରାୟଣ ମିଶ୍ର,(ସିନାପାଲି ଅତିରିକ୍ତ ତହସିଲଦାର) ହେମନ୍ତ ଖମାରୀ, ପ୍ରେମଲାଲ ନାଏକ, ବରଗାଁ ସରପଞ୍ଚ ଶ୍ରୀମତୀ ଜାଗ୍ୟସେନି ମାଝି(ବନ୍ୟା ଆଶ୍ରୟସ୍ଥଳୀ ସଭାପତି), ମୀନା ଘୀଭେଲା ( ସିନାପାଲି ବ୍ଲକ ଉପାଧ୍ୟକ୍ଷା) ,ମନିଶ କୁମାର ପଟେଲ (ସମିତି ସଂଘର ସଭାପତି) ଲିଙ୍ଗରାଜ ଘିଭେଲା, ଚୁଲମଣି ଭୋଇ ରାମେଶ୍ବର ସୁନାରି, ଯଦୁମଣି ବାଗ ଏନ୍ ଡି ଆର ଏଫ୍ ସନ୍ୟବାହିନି ମହେନ୍ଦ୍ର କୁମାର ଚୌଧୁରୀ ବିପର୍ଯ୍ୟ ସମୟରେ କିପରି ଜୀବନ ବଞ୍ଚାଇ ହେବ ଓ ସୁରକ୍ଷିତ ଭାବରେ ଲୋକଙ୍କ ସହ ଗୃହପାଳିତ ପଶୁ ପକ୍ଷିକୁ ଉଦ୍ଧାର କରାଯାଇ ପାରିବ ତାହା ତାଲିମ ପ୍ରଦାନ କରିଥିବାବେଳେ ଶେଷରେ ରୂପେଶ ଚନ୍ଦ୍ର ମେହେର ଧନ୍ୟବାଦ୍ ଅର୍ପଣ କରିଥିଲେ ।

Post a Comment