ଆଜତକ୍ ଓଡ଼ିଶା : ଭୁବନେଶ୍ୱର ବାସିନ୍ଦା ସମାଜସେବୀ ଗୀତା ବିଶ୍ୱାସ ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବା ପାଇଁ ପ୍ରୟାସ ଜାରି ରଖଛନ୍ତି ଗୀତା ବିଶ୍ୱାସ କହିଛନ୍ତି ରକ୍ତଦାନ ଜୀବନ ଦାନ ରକ୍ତଦାନ ମହତ ଦାନ ରକ୍ତଦାନ ମହାପୂର୍ଣ ଆସନ୍ତୁ ସମସ୍ତେ ଆମେ ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବା ଓ ଅନ୍ୟକୁ ରକ୍ତଦାନ କରିବା ପାଇଁ ଉତ୍ସାହିତ କରିବା,ରକ୍ତଦାନ ଠାରୁ ବଡ଼ ସେବା କିଛି ନାହିଁ ସେ ଦୁଇଥର ରକ୍ତଦାନ କରି ସାରିଲେଣି ସମାଜର ମଙ୍ଗଳ ପାଇଁ ଆଗକୁ ବି ଜରୁରୀ ଦରକାର ପଡ଼ିଲେ ସେ ରକ୍ତଦାନ କରିବେ ସମାଜ ପାଇଁ ତାଙ୍କର କର୍ତ୍ତବ୍ୟର ପାଳନ ଜାରି ରହିବ ଆଗକୁ ତାଙ୍କ ଦ୍ୱାରା ଯାହା ସମ୍ଭବ ହେବ ସେ ଦୁଃଖୀ,ରଙ୍କି,ନିରାଶ୍ରୟ ମାନଙ୍କ ପାଇଁ ସେବା କରିବେ ଏ ଧରାପୃଷ୍ଠରେ ଥିବାଯାଏ ସେ ଲୋକଙ୍କର କାମରେ ଆସିବେ ନିଜର ବହୁମୂଲ୍ୟ ସମୟ ସାମର୍ଥ୍ୟ ଅନୁସାରେ ସୁକର୍ମ କରିବେ ।

Post a Comment