ଜଳେଶ୍ବର (ଜଗନ୍ନାଥ ଗୋଛାୟତ) ଭୋଗରାଇ ସ୍ଥିତ ସନ୍ତୋଷ ଜେନାଙ୍କ ଥାନାଛକ ସ୍ଥିତ କାର୍ଯ୍ୟାଳୟରେ ଅଧୀର ଗିରି ଗୋସ୍ଵାମୀଙ୍କ ସଭାପତିତ୍ଵରେ ଜିଲ୍ଲା ରକ୍ତଦାତା ସଙ୍ଘ ତରଫରୁ ସ୍ବେଚ୍ଛାକୃତ ରକ୍ତ ସଂଗ୍ରହ ନିମନ୍ତେ ଭୋଗରାଇ ଶାଖାର ପୁନର୍ଗଠନ ନିମନ୍ତେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ରକ୍ତଦାତା ସଂଘର ସଭାପତି କମଳ ଚକ୍ରବର୍ତ୍ତୀ , ସନ୍ତୋଷ କୁମାର ଜେନା,ସୁଶାନ୍ତ କୁମାର ବେହେରା,ଶାଶ୍ଵତ କୁମାର ଜେନା , ଅଂଶୁମାନ ରାଉତ,ନର ନାରାୟଣ ମିଶ୍ର , ଜାମସେଦ ଅଲ୍ଲୀ ଖାଁ ,ଜଗନ୍ନାଥ ମାଇତି, ଆଡ ଭୋକେଟ ବିଶ୍ଵଜିତ ଦାସ , ଅଶୋକ କୁମାର ମହାପାତ୍ର, ଜୟନ୍ତ ତୁଳା,ମନାଙ୍କ ଶେଖର ପାତ୍ର,ପ୍ରମୋଦ ବେହେରା , ବ୍ଳକ ସାମ୍ବାଦିକ ସରିତ ସପନ ପଣ୍ଡା , ସମ୍ବିତ କୁମାର ପ୍ରଧାନ ଜୟନ୍ତ ପାଇକରା ପ୍ରମୁଖ ଉପସ୍ଥିତ ଥାଇ ଆଲୋଚନାରେ ଭାଗ ନେଇଥିଲେ । ଭବିଷ୍ୟତରେ ଭୋଗରାଇ ଭଳି ଜନବହୁଳ ୫୦ ପଞ୍ଚାୟତ ବିଶିଷ୍ଟ ବ୍ଳକ୍ ରେ କିଭଳି ରକ୍ତସଂଗ୍ରହ ରେ ୧ନମ୍ବର ୟୁନିଟ୍ ହୋଇପାରିବ ଏ ନେଇ ମତାମତ ସଂଗ୍ରହ ହୋଇଥିଲା । ସଂଗଠନ ମାନଙ୍କୁ ନେଇ ଏକ କର୍ମଶାଳାର ଆୟୋଜନ ସହ ପ୍ରତ୍ୟେକ କିପରି ନିଜ ନିଜ ପରିବାରରୁ ରକ୍ତଦାନ କରି ବଳିଷ୍ଠ ଉଦ୍ୟମ ଜାରୀ ରଖିବା ଏ ନେଇ ପ୍ରସ୍ତାବ ଆସିଥିଲା । ଏନେଇ ବ୍ଲକରେ ଏକ କମିଟି ଗଠନ କରାଯାଇଥିଲା । ଏଥିରେ ସଭାପତି ଭାବେ ଅଧୀର ଗିରି ଗୋସ୍ଵାମୀ , ଉପସଭାପତି ଶାଶ୍ଵତ ଜେନା ଏବଂ ଅଂଶୁମାନ ରାଉତ ,ସଂପାଦକ ସନ୍ତୋଷ ଜେନା , ସଂଗଠନ ସମ୍ପାଦକ ସୁଶାନ୍ତ ବେହେରା , କୋଷାଧ୍ଯ ଜଗନ୍ନାଥ ମାଇତି ତଥା କାର୍ଯ୍ୟକାରୀ କମିଟିରେ ଅଶୋକ ମହାପାତ୍ର , ଜୟନ୍ତ ତୋଳା,ନର ନାରାୟଣ ମିଶ୍ର , ବିଶ୍ଵଜିତ ଦାସ , ସରିତ ସପନ ପଣ୍ଡା , ଅରୁଣ କୁମାର ଜେନା, ଜୟନ୍ତ ପରିକରାୟ , ସମ୍ବିତ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଜଗନ୍ନାଥ ମାଇତି ଧନ୍ୟବାଦ ଦେଇ ଥିଲେ ।

Post a Comment