ବ୍ଲକ ସଭାଗୃହରେ ଉତ୍କଳ ଦିବସ ପାଳିତ । ଯୋଗଦେଲେ ବ୍ଲକ ଅଧ୍ୟକ୍ଷା ଓ ବିଡ଼ିଓ


ନୂଆପଡ଼ା,(ପରମେଶ୍ୱର ମେହେର) ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ସଭା ଗୃହ ଠାରେ   ଉତ୍କଳ ଦିବସ  ଆଜି ଦିବା ୧୨ଟା ସମୟରେ  ପାଳିତ ହୋଇଯାଇଛି।ଏହି ଅବସର ରେ କୋମନା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ରଣା, ବ୍ଲକ ଅଧକ୍ଷ ଅନୁଶୟା କୁମ୍ଭାର ଉପସ୍ଥିତି ଥିବା ବେଳେ  ବ୍ଲକ ର ସମସ୍ତ କାର୍ଯ୍ୟରତ କର୍ମଚାରୀ ସହ ସମାଜ୍ ସେବୀ ଗୁପ୍ତେଶ୍ୱର କୁମ୍ଭାର ଉପସ୍ଥିତ ରହି ଉତ୍କଳ ଦିବସ ପାଳିତ ହୋଇଥିଲା ।

Post a Comment

Previous Post Next Post