ଧର୍ମଗଡ, (ପ୍ରଦିପ ସେଠିଆ ) ଧର୍ମଗଡ ବ୍ଲକ୍ ଅନ୍ତର୍ଗତ ଧଅଁରପୁର ଗ୍ରାମପଞ୍ଚାୟତରେ ଉତ୍କଳ ଦିବସ ଉପଲକ୍ଷେ ସମସ୍ତ ଓଡ଼ିଶାବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଯେଉଁ ମହାନାୟକ ମାନଙ୍କ ଦୀର୍ଘ ସଂଘର୍ଷ ପରେ ଦେଶର ପ୍ରଥମ ରାଜ୍ୟ ଭାବରେ ଭାଷାଭିତ୍ତିରେ ଓଡ଼ିଶା ପ୍ରଦେଶ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇଥିଲା । ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ତଥା ଉତ୍କୃଷ୍ଠ କଳାର ଦେଶ ଉତ୍କଳକୁ ସ୍ବତନ୍ତ୍ର ରାଜ୍ୟ ରୂପେ ଗଢ଼ି ତୋଳିଥିବା ଜ୍ୟୋତିର୍ମୟୀ ମହୀୟସୀଙ୍କ ଚରଣରେ ବିନମ୍ର ଶ୍ରଦ୍ଧାଞ୍ଜଳୀ । ଯାହାଙ୍କ ନିଷ୍ଠା ଓ ନିଃସ୍ଵାର୍ଥପରତା ପାଇଁ ଆଜି ଏ ଅମ୍ଳାନ ସଂସ୍କୃତି ଓ ପରମ୍ପରା ଅକ୍ଷୁର୍ଣ୍ଣ ରହିଛି । ଉତ୍କଳ ଦିବସ ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ । ଉକ୍ତ ଦିବସରେ ଧ ଧଅଁରପୁର ପଞ୍ଚାୟତ ର ସରପଞ୍ଚ ପ୍ରତିନିଧି ତଥା ପୂର୍ବତନ ଜିଲ୍ଲା ପଞ୍ଚାୟତ ଅଫିସର ଶ୍ରୀ ଧର୍ମାନନ୍ଦ ସେଠିଆ ,ନାଏକ ସରପଞ୍ଚ ମହେନ୍ଦ ନାଏକ ,ଓ ପଞ୍ଚାୟତ ପିଓ ରଘୁନାଥ ଖମାରୀ,ଜି,ଆର ଏସ,ରାଜେଶ୍ ଖମାରୀ ,ଓ ପଞ୍ଚାୟତର ୱର୍ଡ ମେମ୍ବର ସଭ୍ୟ ଓ ସଭ୍ୟା, ଓ ପଞ୍ଚାୟତ ର ଭଦ୍ର ବ୍ୟକ୍ତି ଉପସ୍ଥିତି ରହିଥିଲେ।

Post a Comment