ବାଲେଶ୍ଵର, (ପ୍ରଭାକର ମଲ୍ଲିକ) ଖେଳ ଶିକ୍ଷକଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ତେବେ ସୂଚନାରୁ ପ୍ରକାଶ ଇ ଡ୍ ଦା ଗୋଲକ ନାରାୟଣ ସରକାରୀ ଉଚ୍ଚବିଦ୍ୟାଳୟର ଖେଳ ଶିକ୍ଷକ ଅଜୟ କୁମାର ଗୋଚ୍ଛାୟତ ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା ବେଳେ ତାଙ୍କୁ ସ୍କୁଲର ଶିକ୍ଷକ ପରିଚାଳନା କମିଟି ର ସଦସ୍ୟ ତଥା ଛାତ୍ର ଛାତ୍ରୀ ମାନେ ପୁଷ୍ପ ଗୋଚ୍ଛ ଓ ଉତ୍ତରୀୟ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ତେବେ ଶ୍ରୀଯୁକ୍ତ ଗୋଚ୍ଛାୟତ ଜଣେ ଛାତ୍ର ବତ୍ସଳ,ଅମାୟିକ ଓ ମିଷ୍ଟଭାଷୀ , ପରୋ ଉପକାରୀ , ସଚ୍ଚୋଟ ଓ ଭଲ ଶିକ୍ଷକ ହୋଇଥିବାର ମୁଖ୍ୟ ବକ୍ତା ମାନେ ବକ୍ତବ୍ୟ ରଖିଥିଲେ। ତେବେ ଖେଳ ଶିକ୍ଷକଙ୍କ ପିଲାମାନେ ଭାବବିହ୍ବଳ ବିଦାୟ ସମ୍ବର୍ଦ୍ଧନା ଦେଇଥିବା ବେଳେ ସମ୍ବର୍ଦ୍ଧନା ଉତ୍ସବରକୁ ପୁରାତନ ଛାତ୍ର ରାଜକିଶୋର ଗୋଚ୍ଛାୟତ ଙ୍କ ସଭାପତିତ୍ବ ରେ ଖେଳ ଶିକ୍ଷକ ଅଜୟ କୁମାର ଗୋଛାୟତଙ୍କୁ ସମ୍ବ ଦ୍ଧ ନା କରିଥିଲେ । ଉକ୍ତ କାର୍ଯ୍ୟ କ୍ରମରେ ପୁରାତନ ଛାତ୍ର ଓ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ମାନେ ଯୋଗ ଦେଇଥିଲେ ରାଜ କିଶୋର ଗୋଛାୟତ , ଶାନ୍ତନୁ ବେରା, ଝାଡେଶ୍ବର ମଲ୍ଲିକ, ରଞ୍ଜିତା ଟୁଙ୍ଗ , ରବିନ୍ଦ୍ର ଟୁଙ୍ଗ , ମହେଶ୍ୱର ଟୁଙ୍ଗ, ପ୍ରଧାନ ଶିକ୍ଷକ ଚୈତନ୍ୟ କୁମାର ସାହୁ, ମିନତି ରଣା, ଗୋପାଳ କୃଷ୍ଣ ସାମଲ, ଜୟକୃଷ୍ଣ ସାମଲ ପ୍ରମୁଖ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ କୁ ସୁ ପରିଚାଳନା କରିଥିଲେ।

Post a Comment