କ୍ରିକେଟ ମ୍ୟାଚ ଉଦଯାପିତ ଲର୍କି ଦଳ ବିଜୟୀ


ତୁରେକେଲା (ଆଜତକ୍ ଓଡ଼ିଶା) ଗତ ୨୫:୦୧ ରୁ ଚାଲି ଥିବା ମାଁ ବସ୍ଥରେନ କ୍ରିକେଟ ଟୁର୍ନାମେଣ୍ଟ ଆଜି ଉଦଯାପିତ ହୋଇ ଯାଇଛି,, ସମୁଦାୟ ୧୬ଟି ଦଳ ଏଥିରେ ଭାଗ ନେଇ ଆଜି ଫାଇନାଲ ରେ ଟଚ ଜିତି ଲଥାକେନ୍ଦୁ ଦଳ ୫ ବିକେଟ ବିନିମୟ ରେ ୧୦୨ ରନ ସଂଗ୍ରହ କରିଥିଲା ଓ ଏହାର ବିପକ୍ଷ ରେ ଲର୍କି ଦଳ୬ ବିକେଟ ବିନିମୟ ରେ ୧୦୩ରନ ସଂଗ୍ରହ କରି ବିଜୟୀ ହୋଇ ଟ୍ରଫି ସହ ୨୦ହଜାର ଟଙ୍କା ରାଶି  ମୁଖ୍ୟ ଅତିଥି ଙ୍କ ଠାରୁ ଗ୍ରହଣ କରି ଛନ୍ତି।

ମଞ୍ଚସିନ ମୁଖ୍ୟ ଅତିଥି ଗିରିରାଜ ମାଝୀ ( ପୂର୍ବତନ ସୈନିକ ତଥା ଚାଉଳଶୁଖା ସମିତି ସଭ୍ୟ ) ଅତିଥି ସୁବାସ ପୁଟେଲ (ସମାଜ ସେବୀ ) ସନ୍ତୋଷ ମାଝୀ, ସାଧୂ ଚରଣ ତାଣ୍ଡି, ଆଶା ଦୂଲା ଖାନ, ମଣି ମାଝୀ, ଗୁଣମତ ବାଗ, କୁର୍ତ୍ତୀ ବାସ ବାଗ,ତୁଳସୀ ରା଼ମ ଜଗତ (ସାମ୍ବାଦିକ ) ପନିକା ବାବୁ,, ପ୍ରମୁଖ ଯୋଗ ଦେଇ ପୁରସ୍କାର ବିତରଣ କରି ଥିଲେ! କ୍ରିକେଟ ଆୟୋଜକ କମିଟି ସୁଜିତ ସିପକା,ଖୁସି ରା଼ମ ମହାନନ୍ଦ, ବୈକୁଣ୍ଟ, ତ୍ରିନାଥ, ବିଘ୍ନେ, ଳମ୍ବୁ ମହାନନ୍ଦ, ରମେଶ, ନୀଳାମ୍ବର, ଭରତ, ନିରନ, ବିଶେଶ୍ୱର, ଓ ଖେଳ ପରିଚାଳକ ଭାବରେ, ମଦନ ତାଣ୍ଡି, ସୁଜିତ ସିପକା ସହ ଖେଳର ବିବରଣୀ ସଂଜୀବ ଚୋବେ ଶୁଣାଇ ଥିଲେ

Post a Comment

Previous Post Next Post