କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) : ଆନ୍ଧ୍ର ପ୍ରଦେଶର ବିଜୟ ନଗର ଠାରେ ଚାଲିଥିବା ମିଷ୍ଟର ଆନ୍ଦ୍ର ମିନି ଜୋନାଲ ବଡି ବିଲ୍ଡି ପ୍ରତିଯୋଗିତା ୨୦୨୩ ରେ କଣ୍ଟାବାଞ୍ଜି ଆନୀୟା ଜୀମ ର ଉମେଶ ସବର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେ ଓଡ଼ିଶାର ଏକ ମାତ୍ର ପ୍ରତିଯୋଗୀ ଭାବରେ ଏହି ବଡି ବିଲ୍ଡିଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଆଗରୁ ଆନିଆ ଜିମର ପ୍ରତିଷ୍ଠାତା ରାଜେଶ୍ ରାଓ ମଧ୍ୟ ଏହି ପ୍ରତିଯୋଗିତାରେ ଭାଗ ନେଇ ଅନେକ ଥର ବିଜୟୀ ହୋଇଛନ୍ତି ।

Post a Comment