ତୁରେକେଲା (ଆଜତକ୍ ଓଡ଼ିଶା) ଗତ କାଲି ତୁରେକେଲା ବ୍ଲକ କର୍ଲା ବାହାଳି ରେ ଜଳି ଯାଇ ଥିବା ମୋହନ ତାଣ୍ଡି ଓ ତାଙ୍କ ଭାଇ ଙ୍କ 9 ବଖରା ଘର ସମ୍ପୂର୍ଣ ଜଳି ଯାଇଥିଲା,ଓ ଏହି ଖବର ସମ୍ବାଦ ରେ ପ୍ରସାରଣ ପରେ ବିଭିନ୍ନ ଅନୁଷ୍ଠାନ ଓ ରାଜନୀତି ଦଳ ଙ୍କ ସହଯୋଗ ର ସୁଅ ଛୁଟି ଅଛି! ଆଜି ଏଲ,ଡି,ଏ ର ସ୍ରଷ୍ଠା ଧୀମାନ ଲବ ସୁନା ଙ୍କ ନେତୃତ୍ୱ ରେ କଣ୍ଟାବାଞ୍ଜି ଏଲଡି ଏ ଶାଖା ସଭାପତି ଭଜ ସିପକା ଓ ଉପସଭାପତି ରାଜେନ୍ଦ୍ର ଦୀପ ଙ୍କ ନେତୃତ୍ୱ ରେ ସଂଘର କର୍ମ କର୍ତ୍ତା ମାନେ ଆସି ପରିବାର ବର୍ଗ ଙ୍କୁ ଭେଟିସହଯୋଗ ର ହାତ ବଢ଼ାଇ ଛନ୍ତି,, କମ୍ବଳ, ଗାମୁଛା ସାଙ୍ଗକୁ ଖାଦ୍ୟ ସାମଗ୍ରୀ ଚାଉଳ ଡାଲି ଯୋଗାଇଛନ୍ତି ,ତୁରେକେଲା ବ୍ଲକ ର ଏଲଡ଼ିଏ ସଭାପତି ଦିଲୀପ ନାଗ, ଉପସଭାପତି ଈଶ୍ୱର ମହାନନ୍ଦ, ସମ୍ପାଦକ ଦେବେନ୍ଦ୍ର ବାଗ, ବିପିନ ନାଗ, ଅଭି ସାଗର, ମୁକେଶ ସୁନା ପ୍ରମୁଖ ଉପସ୍ଥିତ ଥିଲେ!କ୍ଷୟ କ୍ଷତି ଆକଳନ କରି ଯଦି ସରକାରୀ ସହାୟତା ପ୍ରଦାନ ରେ ଅବହେଳା ହେଲେ, ଆଗାମୀ ଦିନରେ ଜୋର ଦାର ଆନ୍ଦୋଳନ ସହ ଭିକ୍ଷ୍ବ ବ ପ୍ରଦର୍ଶନ କରାଯିବ ବୋଲି ଚେତା ବନି ଦେଇ ଛନ୍ତି

Post a Comment