ସିନାପାଲି ବ୍ଲକ ରେ ସାଧାରଣ ବୈଠକ

General meeting at Sinapali block

ନୂଆପଡ଼ା (ପରମେଶ୍ବର ମେହେର) ସିନାପାଲି ଗୋଷ୍ଠୀ ଉନ୍ନୟନ କାର୍ଯ୍ୟଳୟ ସଭା ଗୃହ ରେ ନୂଆପଡ଼ା ଡି ଷ୍ଟ୍ରିକ୍ଟ ୟୁନିଅନ ଅଫ ଜର୍ଣଲିଷ୍ଟ ର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକ ରେ ସଂଘ୍ ର ସଭାପତି ସୁଶାନ୍ତ କୁମାର କର ଙ୍କ ସଭାପତିତ୍ବ ରେ ଆୟୋଜିତ ବୈଠକ ରେ ସାଧାରଣ ସମ୍ପାଦକ ସିମଞ୍ଚଳ ମହାପାତ୍ର କୋଷାଧ୍ୟକ୍ଷ ଅଂଶୁମାନ ଅଗସ୍ତି ସିନାପାଲି ର ବରିଷ୍ଠ ସାମ୍ବାଦିକ ଶୃଭ୍ରାଂଶୁ ନାୟକ ,ନୀଳମଣି ପଣ୍ଡା, ମକାରୁ ବେମାଲ ,ରମେଶ ଜଗତ ପ୍ରମୁଖ ମଞ୍ଚାସି ନ ଥିଲେ।ବୈଠକ ରେ ସଂଘ କୁ ପଞ୍ଜୀକୃତ କରିବା ପାଇଁ ଅତିକମ ରେ ତିନିଟି ବୈଠକ ର ଆବସ୍ୟକ୍ ଥିବାରୁ ଏହି ବୈଠକ ପରେ ସଂଘ୍ ପଞ୍ଜୀକୃତ ପାଇଁ ଆବେଦନ କରାଯାଇ ପାରିବ ବୋଲି ଆଲୋଚନା ହୋଇଥିଲା।ସେହିପରି ସଂଘ୍ ର ଗତ ତିନିମାସ ର ଆୟ ବ୍ୟୟ ର ବିବରଣୀ ପ୍ରଦାନ କରାଯାଇଥିଲା

Post a Comment

Previous Post Next Post