ବାଲେଶ୍ବର,(ପ୍ରଭାକର ମଲ୍ଲିକ) ୨୦ ମାସର କୁନି ପୁଅକୁ ଦରକାର ୧୬ କୋଟି ଟଙ୍କାର ଇଂଜେକସନ।ଜୀବନ ମୃତ୍ୟୁ ମୁହଁରେ ରହିଛି ମାତ୍ର ୪ ମାସ।ହାତରେ ସମୟ ସରି ସରି ଆସୁଥିବାରୁ ପୁଅକୁ ବଞ୍ଚାଇବ। କୁ ପ୍ରାଣ ମୂର୍ଚ୍ଛା ଉଦ୍ୟମ ଚଳାଇ ଛନ୍ତି ଅସହାୟ ବାପା ମା।ମେରୁଦଣ୍ଡ ମାଂ ସ ପେଷି otophy ବା SAM ରୋଗରେ ରେ ପୀଡିତ ଫୁଲବଣୀର ୨୦ ମାସ ର ଶିଶୁ ରାଜବୀର।ଏହି ବିରଳ ରୋଗ ରୁ ବଞ୍ଚିବାକୁ ହେଲେ ରାଜବୀର ପାଇଁ ଜୀବନ ଦାନ ପାଳିଟିବ ଜୋଲଗେନସ୍ମା ଇଂଜେକସନ।ଯାହାର ମୂଲ୍ୟ ୧୬ କୋଟି ଟଙ୍କା
।ବିଭିନ୍ନ ଗଣ ମାଧ୍ୟମ ରେ ଖବର ପ୍ରକାଶ ପାଇଲା ପରେ ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ଅଞ୍ଚଳ ର ସ୍ବେଚ୍ଛାସେବୀସଂଗଠନ help 4 you ମୁଖ୍ୟ ମାନସ ଧଳ ଭୁବନେଶ୍ୱର ଯାଇ ସାହାଯ୍ୟ ର ହାତ ବଢ଼ିଛନ୍ତି।ଏବଂ ଅନ୍ୟ ସୋସିଆଲ ମେଡିଆ ମାଧ୍ୟମରେ ମଧ୍ୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ନିବେଦନ କରିଛନ୍ତି।
ବାଲେଶ୍ଵର ଜିଲ୍ଲା ଜଳେଶ୍ବର ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ ।
Post a Comment