ବାଲିଆପାଳ ବ୍ଲକ ହରିଜନ ସେଲ୍ ସଭାପତି ପୂର୍ବତନ ସରପଂଚ ମହେଶ୍ୱର ଜେନା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ଆଶାୟୀ ମାନଙ୍କ ଭିତରେ ବେଶ ଚର୍ଚ୍ଚା ରେ ।


ରିପୋର୍ଟର : ଜିଲ୍ଲା ପ୍ରତିନିଧି ପ୍ରଭାକର ମଲ୍ଲିକ

ବାଲେଶ୍ୱର,(ଆଜତକ୍ ଓଡ଼ିଶା) ଗରିବ ର ବନ୍ଧୁ  ଅସହାୟ ର ସାହାରା ସେ ନିରାଶ୍ରୟ ଙ୍କ ଆଶ୍ରୟ ସେ। ରାସ୍ତା ରେ ଯାଉଥିବା ବେଳେ କେହି ଅଟକାଇଲେ  ହସି ହସ ମୁହଁ ରେ ଅଟକି ଯାଆନ୍ତି ସେ। ଅସୁବିଧା, ସମସ୍ଯା, ଗରିବ ଙ୍କ ଦୁଃଖ ବୁଝନ୍ତି ସେ ଆଉ ସହାୟତା ବି କରନ୍ତି ସେ । ବିରୁଦ୍ଧ ଙ୍କ ପାଇଁ ସେ ସବୁ ବେଳେ ଚର୍ଚ୍ଚା ରେ ଚର୍ଚ୍ଚା ରେ ଥାଆନ୍ତି ସେ। ସାଧାରଣ ଲୋକଙ୍କ ପାଇଁ ସେ ଗରିବ ଙ୍କ ପାଇଁ  ଭାଇ ସେ। ବାଲିଆପାଳ ବ୍ଲକ ର ବିଜୁ ଜନତା ଦଳ ର ହରିଜନ ସେଲ୍ ସଭାପତି ତଥା ବିଷ୍ଣୁପୁର ଗ୍ରାମ  ପଞ୍ଚାୟତ ର  ପୂର୍ବତନ ସରପଂଚ ଶ୍ରୀ ଯୁକ୍ତ ମହେଶ୍ୱର ଜେନା।  2002 ମସିହାରେ ବିଷ୍ଣୁପୁର ଗ୍ରାମ ପଞ୍ଚାୟତରେ ପ୍ରଥମ ଥର ଭାବରେ ସରପଂଚ ଭାବେ ବିପୁଳ ଭୋଟ ବ୍ଯବଧାନ ରେ ବିଜୟ ପିନ୍ଧନ୍ତି  ଶ୍ରୀ ଯୁକ୍ତ ମହେଶ୍ୱର ଜେନା  ତେବେ ତାଙ୍କର ପାଞ୍ଚ ବର୍ଷ ଶାସନ କାଳରେ ବିଷ୍ଣୁପୁର ଗ୍ରାମ ପଞ୍ଚାୟତରେ ବହୁ ଉନ୍ନତି ମୂଳକ କାର୍ଯ୍ଯ ହୋଇଛି ବୋଲି ବିଷ୍ଣୁପୁର ଗ୍ରାମ ପଞ୍ଚାୟତବାସୀ  ଓ ବିରୁନ୍ଧି ପ୍ରଂଶସା ମଧ୍ଯ କରନ୍ତି, ଯେତେବେଳେ ସେ ପ୍ରଥମ ଥର ନିର୍ବାଚିତ ହୋଇ 


ସରପଂଚ ହେଲା ପରେ  ବାଲିଆପାଳ ରୁ  ବିଷ୍ଣୁପୁର ଗ୍ରାମ ପଞ୍ଚାୟତଙ୍କୁ ସଂଯୋଗ କରୁଥିବା ମୁଖ୍ଯ ରାସ୍ତା ଙ୍କୁ  ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରେ ସେ ସଡ଼କ ନିର୍ମାଣ କରିବା ସହିତ ନୟାବାଲି ରୁ ଜାମ୍ମୁକୁଣ୍ଡା ଗ୍ରାମ ପଞ୍ଚାୟତଙ୍କୁ ସଂଯୋଗ କରୁଥିବା ମୁଖ୍ଯ ରାସ୍ତା ଙ୍କୁ ମଧ୍ଯ ନିର୍ମାଣ କରିଛନ୍ତି ଶ୍ରୀ ଜେନା, ତାଙ୍କ ସରପଂଚ ଦାଇତ୍ୱ ରେ ବିଷ୍ଣୁପୁର ଗ୍ରାମ ପଞ୍ଚାୟତ ର ବହୁ ଗରିବ ଲୋକ ମାନଙ୍କ ପାଇଁ ଇନ୍ଦିରା ଆବାସ ଘର ସହିତ ଅନ୍ନପୂର୍ଣ୍ଣା କାର୍ଡ଼ ଓ ବିପିଏଲ୍   କାର୍ଡ ରେ ଅନ୍ତଭୁର୍କ୍ତ ହୋଇ  ଥିବା ଯୋଗ୍ଯ ହିତାଧିକାରୀ ମାନେ ୩୫ କେଜି ଚାଉଳ  ପାଇବାରେ ବିଷ୍ଣୁପୁର ଗ୍ରାମ ପଞ୍ଚାୟତ ଅଧିକ ମଧ୍ଯ। ତେବେ ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ପୂର୍ବତନ ସରପଂଚ ଶ୍ରୀ ଯୁକ୍ତ ମହେଶ୍ୱର ଜେନା ବିଷ୍ଣୁପୁର ଗ୍ରାମ ପଞ୍ଚାୟତ ବାସୀ ଙ୍କ ପାଇଁ ବହୁ ଉନ୍ନୟନ ମୂଳକ କାର୍ଯ୍ଯ କରିଛନ୍ତି। ଏବଂ , ୧୫ ବର୍ଷ ହେବ ବିଜୁ ଜନତା ଦଳ ର ବିଷ୍ଣୁପୁର ଗ୍ରାମ ପଞ୍ଚାୟତ ସଭାପତି ଭାବେର ରହିବା ପରେ ଶ୍ରୀ ମାନ୍ଯବର ବିଧାୟକ ଶ୍ରୀ ଯୁକ୍ତ ନିତ୍ଯାନନ୍ଦ ସାହୁ  ବିଜୁ ଜନତା ଦଳ ଜିଲ୍ଲା ସଭାପତି ରବିନ୍ଦ୍ର କୁମାର ଜେନା ଅନୁମୋଦନ କ୍ରମେ  ଗୁରୁତ୍ବପୂର୍ଣ୍ଣ ଦାଇତ୍ୱ ପ୍ରଦାନ କରାଯାଇଛି  ।


  ବାଲିଆପାଳ ବ୍ଲକର ବିଜୁ ଜନତା ଦଳ ର ହରିଜନ ସେଲ୍ ସଭାପତି ତେବେ ଶ୍ରୀ ଯୁକ୍ତ ମହେଶ୍ୱର ଜେନା ତାଙ୍କର ଦଳ ପ୍ରତି ଭଲ ପାଇବା ଓ ନିଷ୍ଠୁାପର କାମ କୁ ନେଇ ସେ  ସବୁବେଳେ ଚର୍ଚ୍ଚା ରେ ମଧ୍ଯ ରୁହନ୍ତୁି ଓ  ଦଳର କର୍ମୀ ମାନଙ୍କୁ ସେ ବହୁତ ଭଲ ପାଇବା ସହିତ  ଯଦି କୌଣସି ବ୍ଯକ୍ତି ଅସୁବିଧା ରେ ଫୋନ୍ କଲ୍ ଆସିଲେ   ସେ ଯେତେ କାମ ଥିଲେ ସୁନ୍ଧା ପାଖରେ ପହଞ୍ଚି ଯାଆନ୍ତି  ଓ ସମସ୍ଯା ର ସମାଧାନ ମଧ୍ଯ କରନ୍ତି । ତେବେ ସେ ଜନମାନସର ନେତା ତଥା ଗରିବ କୁଷକ ଓ ଗରିବ ଙ୍କ ନେତା। ତେବେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ବିଷ୍ଣୁପୁର ଗ୍ରାମ ପଞ୍ଚାୟତ ରେ ପ୍ରାର୍ଥୀ ଦୌଡ଼ି ରେ ସବୁଠୁ ଆଗ ଦୌଡ଼ ରେ ଶ୍ରୀ ଯୁକ୍ତ ମହେଶ୍ୱର ଜେନା। ତେବେ ବିଜୁ ଜନତା ଦଳ ର ବିଧାୟକ ଓ ସାସଂଦ ଓ ଜିଲ୍ଲା ପରିଷଦ ଭୋଟରେ ବିଷ୍ଣୁପୁର ଗ୍ରାମ ପଞ୍ଚାୟତ  ଶ୍ରୀ ଯୁକ୍ତ ମହେଶ୍ୱର  ଜେନା ଙ୍କ ନେତୃତ୍ବ ରେ ସବୁବେଳେ ସର୍ବାଧିକ ଆଗରେ ଥାଏ ଶଙ୍ଖ ଚିହ୍ନ।

1 Comments

Post a Comment

Previous Post Next Post