ସିନାପାଲି , ( ପରମେଶ୍ବର ମେହେର) ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ କେନ୍ଦୁମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଧୁଙ୍ଗୀଆମୁଣ୍ଡା ସ୍ଥିତ ଖରଗୁଜା ଖେଳ ପଡ଼ିଆଠାରେ ୟୁଥ କ୍ଲବ କମିଟି ପକ୍ଷରୁ ଜିତେନ୍ଦ୍ର ନାୟକ ଙ୍କ ନିର୍ଦ୍ଦେଶକ୍ରମେ ଏକ ବୈଠକ ମୁଖ୍ୟ ସଂଗଠକ ହୁକୁମ ଚନ୍ଦ୍ର ଗୁଆଲ ଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବରିଷ୍ଠ ପରାମର୍ଶ ଦାତା ଭୃଙ୍ଗରାଜ ନାଗ ମଂଚାସୀନ ଥିବା ବେଲେ ସୁଶାନ୍ତ ଖର୍ସେଲ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ଗ୍ରାମର ସମସ୍ତ ଯୁବପିଢ଼ି ଉପସ୍ଥିତ ଥିଲେ ଏ ଅବସରରେ ଧୁଙ୍ଗୀଆମୁଣ୍ଡା ୟୁଥ କ୍ଲବ ର ନୂତନ କମିଟି ଗଠିତ ହୋଇଯାଇଛି । ୟୁଥ କମିଟି ର ସଭାପତି ଭାବରେ ଜିତେନ୍ଦ୍ର ଖର୍ସେଲ , ଉପ ସଭାପତି ଭାବରେ ରବି ହଂସ, ସମ୍ପାଦକ ଭାବରେ ଲମ୍ବୋଧର ଦଣ୍ଡସେନା, ସହ ସମ୍ପାଦକ ଦିବ୍ୟଚନ୍ଦ୍ର ଖର୍ସେଲ, କୋଷାଧ୍ୟକ୍ଷ ମାଣିକ୍ୟମୋହନ ସୁପକାର, କେନ୍ଦ୍ର ସଦସ୍ୟ ଭାବରେ ଦୁଇଜଣ ଜୟକୃଷ୍ଣ ଦଣ୍ଡସେନା ଏବଂ କୁମୁଦ ହଂସ,ଓ ପରାମର୍ଶ ଦାତା ଭବରେ ମଧୁସୂଦନ ନାଗ, ଜିତେନ୍ଦ୍ର ନାୟକ, ବେଣୁଧର ଦଣ୍ଡସେନା, ଭୃଙ୍ଗରାଜ ନାଗ ଦୁଷ୍ମନ୍ତ ଖର୍ସେଲ , କିଶୋର ଭରସାଲ ଙ୍କୁ ସର୍ବ ସମ୍ମତିକ୍ରମେ ଚୟନ କରାଯାଇଥିଲା । ୟୁଥ କମିଟି ର ସଭାପତି ଶ୍ରୀ ଜିତେନ୍ଦ୍ରଖର୍ସେଲ ମତ ପ୍ରକାଶ କରିଛନ୍ତି ଯେ ଏହି ୟୁଥ କମିଟି ଗଠନ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗ୍ରାମର ଉନ୍ନୟନ ମୂଳକ ଯୋଜନା ଗୁଡିକୁ ଲୋକଙ୍କ ପାଖରେ ପହଞ୍ଚାଇ କିଛି ନୂତନ କାମ କରିବା ତଥା ଗ୍ରାମ ର ଗରିବ ଖଟିଖିଆ ମାନଙ୍କ ଦୁଃଖ ସୁଖ ରେ ହାତ ବଢ଼ାଇ ବୋଲି ସମସ୍ତଙ୍କୁ ପ୍ରକାଶ କରିଛନ୍ତ ଓ ସଭା ଶେଷପର୍ଯ୍ୟାୟରେ ଶ୍ରୀ ହୁକୁମ ଚନ୍ଦ୍ର ଗୁଆଳ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment