କଣ୍ଟାବାଞ୍ଜି : ଘର ଘର ବୁଲି ଟୀକାକରଣ ଅଭିଯାନ

 


କଣ୍ଟାବାଞ୍ଜି(ଆଜତକ୍ ଓଡ଼ିଶା) : କରୋନା ନିୟନ୍ତ୍ରଣ ପାଇଁ ଭାରତ ସରକାର ଦେଶ ବ୍ୟାପି କରୋନା ଟୀକାକରଣ ଅଭିଯାନ ଜାରି ରହିଛି ଏବଂ ଟୀକା ଦ୍ୱାରା ଦେଶରେ କରୋନା ନିୟନ୍ତ୍ରଣ ରେ ରହିଛି ଏବଂ କଣ୍ଟାବାଞ୍ଜି ରେ ପ୍ରତିଦିନ ଏନଏସି ଅଫିସ ପରିସର ରେ କରୋନା ଟୀକାକରଣ ସେବା ଜାରି ରହିଥିବା ବେଳେ ବର୍ତ୍ତମାନ ସ୍ୱାସ୍ଥ୍ୟ ବିଭାଗ ଙ୍କ ନିର୍ଦ୍ଦେଶ କ୍ରମେ କଣ୍ଟାବାଞ୍ଜି ମେଡିକାଲ ଟିମ ଦ୍ୱାରା ଘର ଘର ବୁଲି ଟୀକାକରଣ ଅଭିଯାନ ଆରମ୍ଭ ହୋଇଛି ,ଯେଉଁ ମାନେ ପ୍ରଥମ ଡୋଜ ଟୀକା ନେଇଛନ୍ତି ସେମାନ ଙ୍କୁ ଦୂତୀୟ ଡୋଜ ଏବଂ ଯେଉଁ ମାନେ ପ୍ରଥମ ଡୋଜ ନେଇ ନାହାନ୍ତି ସେମାନେ ପ୍ରଥମ ଡୋଜ ଟୀକା ନେଉଛନ୍ତି ଏହି ଅଭିଯାନ କୁ ସ୍ଥାନୀୟ ଜନସାଧାରଣ ପ୍ରଶଂସା କରିଛନ୍ତି ଅନ୍ୟପକ୍ଷରେ ଏହି ଅଭିଯାନ ରେ ଲୋକ ସ୍ଵତଃ ଶାମିଲ ହେଉଛନ୍ତି

Post a Comment

Previous Post Next Post