ବିଜୁ ଜନତା ଦଳ ତରଫରୁ ମହିଳା ମାନଙ୍କୁ ବିଜୁ ସ୍ବାସ୍ଥ୍ୟ ବୀମା କଲ୍ୟାଣ ର କାର୍ଡ ବଣ୍ଟନ କରି ପ୍ରଶଂସାରେ ସଦର ବିଧାୟକ


ରିପୋର୍ଟର : ଜିଲ୍ଲା ପ୍ରତିନିଧି ପ୍ରଭାକର ମଲ୍ଲିକ

ବାଲେଶ୍ବର,(ଆଜତକ୍ ଓଡ଼ିଶା)  ଓଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଦ୍ଵାରା ବିଜୁ  ସ୍ବାସ୍ଥ୍ୟ କଲ୍ଯାଣ ଯୋଜନାରେ କାର୍ଡ ସୁଫଳ ଭାବେ ଘରେ ଘରେ ପହଞ୍ଚି ପାରିବ ବିଜୁ ଜନତା ଦଳ ତରଫରୁ  ପ୍ରତି ଘରେ ଘରେ ସେଚେତନତା ସୃଷ୍ଟି କରିବା ସହ ଲୋକଙ୍କ ସୁଖ ଦୁଃଖ ର ସ।ର୍ଥୀ ହେବେ ବୋଲି ପ୍ରତିଶୃତି ଦେଇଛନ୍ତି।  ଏବଂ ଆଗାମୀ ଦିନରେ ବିଜୁ ଜନତା ଦଳ ତରଫରୁ ଲୋକମାନଙ୍କ ର ସମସ୍ୟା ସମ୍ପୂର୍ଣ  ଅବଗତ  କରାଯିବ  ମାନ୍ୟବର ସଦର  ବିଧାୟକ ସ୍ବରୂପ କୁମାର ଦାସ  କହିଛନ୍ତି ।  ବସ୍ତା ବ୍ଲକ  ରେ ଆଜି ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ  ସାର୍ଥା  ପଞ୍ଚାୟତ ରେ ସଦର ବିଧାୟକ ସରୂପ ଦାସ ପ୍ରତ୍ୟେକ  ସ୍କୁଲ କୁ ଯାଇ କାର୍ଡ ବଣ୍ଟନ କରିବା ସହିତ  ସହ  ସହ ମହିଳା  ଏବଂ  ପୁରୁଷ ଙ୍କୁ ଏହି କାର୍ଡ ବିଷୟରେ  ବକ୍ତବ୍ୟ ମାଧ୍ୟମରେ   ଲୋକମାନଙ୍କୁ ବୁଝାଇଥିଲେ  । ମାନ୍ୟବର  ମୁଖ୍ୟମନ୍ତ୍ରୀଙ୍କ ଅଭିପ୍ରାୟ ରହିଛି ସମସ୍ତେ ଏଥିରେ ଭାଗିଧାରି ହୁଅନ୍ତୁ ସମସ୍ତେ ଏଥିରେ ସୁବିଧା ପାଆନ୍ତୁ। ବାଲେଶ୍ବର ଜିଲ୍ଲାରେ ପାଖାପାଖି ପାଞ୍ଚ ଲକ୍ଷ ଅଠର ହଜାର ପରିବାର ଏହି କାର୍ଡ ପାଇଛନ୍ତି ।ବିଜେଡି କର୍ମୀମାନେ ସମସ୍ତଙ୍କ ଘରେ ପହଞ୍ଚି ଏହାର ସୁଫଳ ବିଷୟରେ ଲୋକଙ୍କୁ ଅବଗତ କରାଉଛନ୍ତି  ।  ଏହି  କାର୍ଡ  ବିଭିନ୍ନ ସରକାରୀ ହସ୍ପିଟାଲ  ଓ ବେସରକାରୀ  ହସ୍ପିଟାଲ୍  ର  ଉନ୍ନତ ମାନର କାମ କରିବ ବୋଲି ଲୋକେ    ଆଶା ପ୍ରକଟ  କରିଛନ୍ତି।  ପ୍ରତ୍ୟେକ ମହିଳା  କାର୍ଡ  ପାଇ  ବହୁତ ଖୁସି ଅଛନ୍ତି  ତାହା  ଦେଖିବାକୁ ମିଳିଛି । କହିବାକୁ  ଗଲେ  କେହି ସରକାରୀ  ଯୋଜନାରୁ  ମହିଳା ଓ ପୁରୁଷ  ବଞ୍ଚିତ  ହେବେ ନାହିଁ  ।

Post a Comment

Previous Post Next Post