ଜଳେଶ୍ବର,୭/୧୨ (ଜଗନ୍ନାଥ ଗୋଚ୍ଛାୟତ) ଉତ୍ତର ବାଲେଶ୍ୱର ବିଜେପି ସାଂଗଠନିକ ଜିଲ୍ଲାରେ ବିଜେପି ତାର ପଞ୍ଚାୟତ ସମିତି ଦଖଲ ପ୍ରସ୍ତୁତି କରି ଚାଲିଛି ସାଂଗଠନିକ ଦକ୍ଷତା ବୃଦ୍ଧି କରିବା ସହ ବିଜେଡି ଦୁର୍ଗ ଭାବେ ପରିଚିତି ରାଇବଣିଆ ଅଞ୍ଚଳରେ ବିଜେପି ତାର କାୟା ମେଲେଇ ଚାଲିଛି। ରବିବାର, ରାଇବଣିଆର, କାଳିକ ପଞ୍ଚାୟତ ଅନ୍ତର୍ଗତ, ଗହିରାଖାଳ, ଆଇବି ଠାରେ ବିଜେପିର ବିଶାଳ ସାଂଗଠନିକ ବୈଠକ କୁ ରାଇବଣିଆ ମଣ୍ଡଳର ସଭାପତି ସଞ୍ଜିବ କୁମାର ଜେନା, ସୁବର୍ଣ୍ଣରେଖା ମଣ୍ଡଳର ସଭାପତି ଅନୁପ ପ୍ରଧାନ ଙ୍କ ତତ୍ତ୍ୱାବଧାନରେ ବିଶାଳ କର୍ମୀ ସମାବେଶ ଅନୁଷ୍ଠିତ ହୋଇଥିଲା। ଯୁବ ନେତା କାଳୀ ଚରଣ ଦାସ ଙ୍କ ସଞ୍ଚାଳନ ରେ ମୁଖ୍ୟ ନେତୃତ୍ୱ ଭାବେ ବିଜେପି ସାଂଗଠନିକ ଜିଲ୍ଲାର ସଭାପତି ଡ଼ା ପ୍ରଦୀପ୍ ପଣ୍ଡା, ସାଂସଦଙ୍କ ଜିଲ୍ଲା ପ୍ରତିନିଧି ଚନ୍ଦ୍ରବିନ୍ଦୁ ଦାସ, ବାଲେଶ୍ୱର ଜିଲ୍ଲା ପୂର୍ବତନ ସଭାପତି ଉମାକାନ୍ତ ମହାପାତ୍ର, ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେପି ନେତା ବ୍ରଜ ମୋହନ ପ୍ରଧାନ ଯୋଗଦେଇ କେନ୍ଦ୍ର, ରାଜ୍ୟ ସରକାରଙ୍କ ଗରିବ କଲ୍ୟାଣ ଯୋଜନା ସମ୍ପର୍କରେ କର୍ମୀ ମାନଙ୍କୁ ଅବଗତ କରାଇଥିଲେ।ଅନ୍ୟ ସାଂଗଠନିକ ନେତୃତ୍ୱ ମଧ୍ୟରେ, ଯୁବ ନେତା ଫାଲଗୁନୀ ପାଣିଗ୍ରାହୀ, ତରୁଣ ପଟ୍ଟନାୟକ, ଗଣେଶ ସରୋନ୍, ଉଦୟ ନାଥ ମୁର୍ମୁ, ଶ୍ରୀକଣ୍ଠ ମହାନ୍ତି, ଭୂପତି ମିର୍ଦ୍ଧା, ଶିବ ନାରାୟଣ ମହାପାତ୍ର,ଜୟକୃଷ୍ଣ ଅଣ୍ଡିଆ, ବିଜୟ ସାମଲ, ଅନିଲ ସାହୁ, ଶମ୍ଭୁନାଥ ଜେନା, ରାଜେଶ ଖଟୁଆ, ସଞ୍ଜୀବ ସେନାପତି, ସୁଶାନ୍ତ ପ୍ରଧାନ, ଲକ୍ଷ୍ମୀଧର ବେହେରା, ରାଜେଶ ଜେନା, ତ୍ରିଲୋଚନ ଦାସ, ରାସ ବିହାରୀ ରଣା, ତାପସ ପାଣିଗ୍ରାହୀ, ଲକ୍ଷ୍ମୀଧର ଗିରି, ରଞ୍ଜନ ମହାନ୍ତି, ରାଜେନ୍ଦ୍ର ପାତ୍ର,ସତ୍ୟ ଦାସ ମହାପାତ୍ର, ବାସୁଦେବ ପଣ୍ଡା, ବିଶ୍ଵରୂପ ଦାସ, ବିପିନ୍ ବିଶ୍ୱାଳ, ରାଧାକୃଷ୍ଣ ବେହେରା, ଧରଣିଧର ଦାସ, ମୁକୁନ୍ଦ ଜେନା, ମୁକ୍ତା ରାଣୀ ପାଳ, ରଶ୍ମୀ ରେଖା ଜେନା, ମାଳତୀ ଦତ୍ତ, ସୁଷମା ମହାନ୍ତି, ମଞ୍ଜଲିକା ଘୋଷ, ଚନ୍ଦନା ଦାସ, ପଦ୍ମାବତୀ ବ୍ରହ୍ମ, ସୁଭଦ୍ରା ବେହେରା, ପ୍ରମୁଖ ମଞ୍ଚାସୀନ ହୋଇ ବିଜେପି ର ଆଭିମୁଖ୍ୟ ବିଷୟରେ ବକ୍ତବ୍ୟ ରଖିଥିଲେ। ବିଜେପି ରାଜ୍ୟ ପରିଷଦ ସଦସ୍ୟା ସୁମତି ଦେ ଧନ୍ୟବାଦ ଅର୍ପଣ କରିଥିଲେ। ୧୬ଗୋଟି ପଞ୍ଚାୟତ ର ସଭାପତି, କର୍ମକର୍ତ୍ତା, ଶକ୍ତିକେନ୍ଦ୍ର ର ନାରୀ ନେତ୍ରୀ ପ୍ରମୁଖ ଉପସ୍ଥିତ ହୋଇ ନେତୃତ୍ୱ ମାନଙ୍କ ପ୍ରତି ଆନୁଗତ୍ୟ ଦେଖାଇଥିଲେ।
ରାଇବଣିଆରେ ବିଜେପିର ମଣ୍ଡଳ ସ୍ତରୀୟ ବିଶାଳ ସାଂଗଠନିକ ବୈଠକ
Sunday, December 07, 2025
0

Tags