ନୂଆପଡା (ବିରବଲ ପ୍ରଧାନ) ନୂଆପଡ଼ା ଜିଲ୍ଲା କୁ ଦିନିକିଆ ଗସ୍ତରେ ଓଡ଼ିଶା ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଆସି ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦାନ, କୋମନା ବ୍ଲକ ଅନ୍ତର୍ଗତ ତରବୋଡ ମଣ୍ଡି ଉଦ୍ଘାଟନ କରିଛନ୍ତି। ସେହିପରି ବିଭିନ୍ନ ମଣ୍ଡି ପରିଦର୍ଶନ କରିଛନ୍ତି। ମଣ୍ଡି ପରିଦର୍ଶନ ବେଳେ ଆନୁଷଙ୍ଗିକ ବ୍ୟବସ୍ଥା ନେଇ ନିର୍ଦ୍ଧେଶ ବିଭାଗୀୟ ଅଧିକାରୀଙ୍କୁ ଦେଇଛନ୍ତି।ଏହି ଗସ୍ତ ରେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ, ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର, ପୂର୍ବତନ ସାଂସଦ ପ୍ରଭାତ ସିଂ, ଦଳୀୟ କର୍ମୀ ଏବଂ ନେତା ମାନେ ଯୋଗ ଦେଇଥିଲେ। ସେହିପରି ଭାଇଁସମୁଣ୍ଡି ଠାରେ ଧନ୍ୟବାଦ ଉତ୍ସବ ରେ ଯୋଗଦାନ କରିଥିଲେ। ସଭାରେ ଉପନିର୍ବାଚନ ବେଳେ ଜୟଜଙ୍ଗା ମଣ୍ଡଳ ର ବିପୁଳ ସମର୍ଥନ ପାଇଁ ଗ୍ରାମବାସୀ ଓ ଅଞ୍ଚଳବାସୀ ଙ୍କୁ ସାଧୁବାଦ ଦେଇଥିଲେ। ଜିଲ୍ଲାପାଳ ସମ୍ମିଳନୀ କକ୍ଷ ଠାରେ ସମୀକ୍ଷା ବୈଠକ ରେ ଯୋଗ ଦେଇଥିଲେ।
ନୂଆପଡ଼ା ଜିଲ୍ଲା କୁ ଦିନିକିଆ ଗସ୍ତରେ ଓଡ଼ିଶା ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଆସି ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦାନ
Sunday, December 07, 2025
0

Tags