ନୁଆପଡ଼ା:-୨୬। ୧୧ (ବିରବଲ ପ୍ରଧାନ) ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ନଙ୍ଗଲବୋଡ ପଞ୍ଚାୟତ ର ବଣ ପାହାଡ ଘେରା ଗୋଲାବେଡା ଗ୍ରାମ ରେ ଯୁବ ସାମ୍ୱାଦିକ ରାହୁଳ ରଣା କମ୍ୱଲ ବଣ୍ଟନ କରି ପ୍ରଶଂସା ସାଉଁଟିଛନ୍ତି। ଗରିବ ନିଃସହାୟ ବୟସ୍କ ବୃଦ୍ଧ ବୃଦ୍ଧା ଙ୍କୁ, ଦୀର୍ଘ ବର୍ଷ ଧରି କମ୍ବଳ ବଣ୍ଟନ ଶୀତ ଦିନ ରେ କରି ଆସୁଛନ୍ତି।ଶିତ ଦିନିଆ କମ୍ୱଲ ବଣ୍ଟନ କରିଥିବା ବେଳେ ଗ୍ରାମବାସୀ ସାମ୍ୱାଦିକ ଙ୍କୁ ପ୍ରସଂଶା କରିଛନ୍ତି। ଶୀତ ରୁ ରକ୍ଷା ପାଇବା ପାଇଁ ଉପାନ୍ତ ଗାଁ ଗଣ୍ଡା ରେ ବୃଦ୍ଧ ବୃଦ୍ଧା ଅନେକ ସମୟରେ ଶୀତ ରେ ଥରୁଥିବା ବେଳେ ଏହାକୁ ଅନୁଭବ କରି କମ୍ବଳ ଦେଇଥିବା ବେଳେ ବେଶ୍ ଖୁସି ଲାଗିଥିବା କହିଛନ୍ତି ସାମ୍ୱାଦିକ ରାହୁଳ ରଣା। ଏହି ଅବସରରେ ନଙ୍ଗଲବୋଡ ସରପଞ୍ଚ ଜଗଦୀଶ ମାଝି, ସମାଜସେବୀ କୈଲାଶ ରଣା, ଦାଦୁ ଖାନ, ଯୋଗାଣ ସହାୟକ ପରମେଶ୍ୱର ମାଝି ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ।
କମ୍ୱଲ ବଣ୍ଟନ କଲେ ସାମ୍ୱାଦିକ
Tuesday, November 25, 2025
0

Tags