ପୁରୀ ଜିଲ୍ଲାର ନିମାପଡାର ସାମାଜିକ ଅନୁଷ୍ଠାନ ନୟା ସବେରା ନିମାପଡା ୟୁଥ ଟ୍ରଷ୍ଟର ଶୁଭ ଜନମ ଦିନ ପଞ୍ଚମ ବାର୍ଷିକ ଉତ୍ସବରେ ଢେଙ୍କାନାଳ ଜିଲ୍ଲାର ସ୍ୱେଚ୍ଛାସେବୀ ଅନୁଷ୍ଠାନ ମହାବୀର ସ୍ୱେଚ୍ଛାସେବୀ ସଙ୍ଗଠନ ସମ୍ମାନିତ କରିଛନ୍ତି ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ଓଡ଼ିଶାର ପ୍ରଥମ ମହିଳା ଉପମୁଖ୍ୟ ମନ୍ତ୍ରୀ ଶ୍ରୀମତୀ ପ୍ରତିଭା ପରିଡ଼ାଙ୍କ ହସ୍ତରୁ ଉତ୍ତରୀୟ ମାନପତ୍ର ପୁଷ୍ପଗୁଚ୍ଛ ଆୱାର୍ଡ ମଞ୍ଚରୁ ସେବା ସମ୍ମାନ ଗ୍ରହଣ କରିଥିଲେ ମହାବୀର ପରିବାର ସଦସ୍ୟ ମାନେ ପ୍ରୋଗ୍ରାମରେ ଉପସ୍ଥିତ ରହି ଆଜକୁ ଏକ ବର୍ଷରୁ ଉର୍ଦ୍ଧ ହେବ ମାନବ ସେବା ହଁ ମାଧବ ସେବାକୁ ସମାଜର କଲ୍ୟାଣ ନିମନ୍ତେ ସମାଜ ସେବାକୁ ବ୍ରତ କରି ସେବାରେ ସମର୍ପିତ ହୋଇ ନିଃସ୍ୱାର୍ଥପର ସେବା ଦୁଃଖୀ ରଙ୍କି ମାନଙ୍କୁ ଯୋଗାଇ ଆସୁଥିବା ମହାବୀର ସ୍ୱେଚ୍ଛାସେବୀ ସଙ୍ଗଠନର ସେବା କାର୍ୟ୍ଯ ବିଷୟରେ ଜାଣି ଖୁସି ହୋଇ ଉପମୁଖ୍ୟ ମନ୍ତ୍ରୀ ଶ୍ରୀମତୀ ପ୍ରତିଭା ପରିଡ଼ା ପ୍ରଶଂସା କରିବା ସହିତ ଧନ୍ୟବାଦ ଜଣାଇ ଥିଲେ । ବାର୍ଷିକ ଉତ୍ସବରେ ସମ୍ମାନୀୟ ଅତିଥି ଡାକ୍ତର ଅଶୋକ କୁମାର ରଥ,ମାନସ କୁମାର ଦାଶ ଶ୍ରୀମତୀ ମାମି ମହାନ୍ତି ଅତିଥି ଓ ବରେଣ୍ୟ ଅତିଥି ସନ୍ୟାସୀ କୁମାର ବେହେରା ପ୍ରୋଗ୍ରାମରେ ଅତିଥି ରୂପେ ଯୋଗ ଦେଇଥିଲେ ଓ ନୟା ସବେରା ଟ୍ରଷ୍ଟର ମୁଖ୍ୟ ନିର୍ମଳ ପରିଜା ଓ ସଦସ୍ୟ ମାନେ ଉପସ୍ଥିତ ଥିଲେ ମହାବୀର ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଅନୁଷ୍ଠାନକୁ ଶୁଭେଚ୍ଛା ଜଣାଇ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment