ବାଲେଶ୍ୱର (ଆଜତକ୍ ଓଡ଼ିଶା) ପୁରୀ ସରସ୍ବତୀ ଆବାସିକ ଶିଶୁ ବିକାଶ ବିଦ୍ୟାମନ୍ଦିର ସହଦେବଖୁଣ୍ଟା ଅବସରରେ ଛାତ୍ରଛାତ୍ରୀ , ଗୁରୁମା ଗୁରୁଜୀ ଏବଂ ପରିଚାଳନାକମିଟିର ସଦସ୍ଯ ବିଦ୍ୟାମନ୍ଦିରରେ ଶିଶୁ ବାଟିକା ବିଭାଗରେ "ଘର ହିଁ ବିଦ୍ୟାଳୟ ଓ ମାତୃ ସମ୍ମିଳନୀ ମାତୃ କର୍ମଶାଳା"ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ବାଲେଶ୍ବରର ପ୍ରସିଦ୍ଧ ଲେଖିକା ତଥା ପୂର୍ବତନ ଶିକ୍ଷୟିତ୍ରୀ ଅରୁଣା ରାୟ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କର ଉତ୍ତମ ଭବିଷ୍ୟତ ଗଠନରେ ମା ମାନଙ୍କର ଭୂମିକା ବିଷୟରେ ସୁନ୍ଦର ଅଭିଭାଷଣ ପ୍ରଦାନ କରିଥିଲେ ।"ଘର ହିଁ ବିଦ୍ୟାଳୟ ଓ ମାତୃ କାର୍ମଶାଳା" ଅବସରରେ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ଯ ରଶ୍ମିକାନ୍ତ ପଣ୍ଡା ଆଜିର ସମାଜରେ ଶିଶୁ ମାନଙ୍କ ପାଇଁ ମା ମାନଙ୍କର କର୍ତ୍ତବ୍ୟ ସମ୍ପାଦନର ଆବଶ୍ୟକତା ଓ ଏଥିପ୍ରତି ସଚେତନତା ପ୍ରସଙ୍ଗରେ ବ୍ୟାଖ୍ୟା କରିଥିଲେ।ଏଥିସହ ସସ୍ମିତା ଜେନା,ଗାୟତ୍ରୀ ପ୍ରହରାଜ,ଶ୍ରେଷ୍ଠା ମାଇତି,ପୂର୍ଣ୍ଣଚନ୍ଦ୍ରଜେନା,ସ୍ବରୂପ ଚନ୍ଦ୍ର ଦାଶ,କବିତାମଞ୍ଜରୀ ପ୍ରଧାନ ,ନିବେଦିତା ମହାପାତ୍ର,ଚନ୍ଦନ ଦାସ,ରଞ୍ଜିତା ଗୁରୁମା,ଜଗନ୍ନାଥଦାସ,ଦିବ୍ୟରଂଜନ ଜେନା,ପୂଜା ବାରିକ,ମାଧବେନ୍ଦ୍ର ପ୍ରହରାଜ ମିଶି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ । ଏଥିସହ ସହ ପରିଚାଳନା ସମିତିର ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ପ୍ରହରାଜ, ଶ୍ରୀଯୁକ୍ତ ଚନ୍ଦନ କୁମାର ଗିରି ଓ ହେମନ୍ତ ମହାନ୍ତି ମଧ୍ୟ ଉପସ୍ଥିତ ରହି ପିଲାମାନଙ୍କ ଭବିଶ୍ବତ ଗଠନରେ ମାଁ ଏବଂ ପରିବାର ର ଜୋଗଦାନ ବିସୟରେ ବକ୍ତବ୍ୟ ରଖିଥିଲେ।

Post a Comment