ସାମୂହିକ ଦୁର୍ଗାପୂଜା ନେହେରୁ ମଣ୍ଡପ ସିନାପାଲି ର ଶୁଭ ମାଟି ବରଣ ପାଇଁ ଶୋଭାଯାତ୍ରା ଆରମ୍ଭ କରିଥିଲେ, ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ପୂଜକ ଭାବରେ - ନିହାର ରଞ୍ଜନ ପାଣିଗ୍ରାହୀ , ସହଯୋଗୀ ପୂଜକ ଭାବରେ - ପ୍ରମୋଦ କୁମାର ପାଢ଼ୀ, ଜ୍ୟୋତି ରଞ୍ଜନ ସୂପକାର , ଭୁଜଙ୍ଗ ଭୂଷଣ ପାଣିଗ୍ରାହୀ, ଆଲୋକ ବାଜପେୟୀ ତଥା କର୍ତ୍ତା ଭାବର - ବିଦ୍ୟାଧର ମେହେର ଏବଂ ତାଙ୍କ ଧର୍ମପତ୍ନୀ - ସରସ୍ଵତୀ ମେହେର ଥିଲେ, ପୂଜାକାର୍ଯ୍ୟ ଶଶିଭୂଷଣ ମାଝୀ, ରଜନୀକାନ୍ତ ମାଝୀ, ଆରିଗଞ୍ଜନ ଯୋଶୀ, ଜଗମୋହନ ସା, ବିଦ୍ୟାଧର ସା, ନୃପରାଜ୍ ମେହେର, ଚୂଡ଼ାମଣି ନାଗ, ପୀକୁ ମେହେର, କେଶବ ମାଝୀ ପ୍ରମୁଖ ସମ୍ପାଦନା କରିଥିଲେ। ଉକ୍ତ କାର୍ଯ୍ୟକ୍ରରେ ରେ ସିନାପାଲି ର ଅଧିଷ୍ଠାତ୍ରୀ ଦେବୀ ମା ମାହୁଲଗୋଛେଁନ୍ ମନ୍ଦିର ରେ ପ୍ରଥମେ ପୂଜାର୍ଚ୍ଚନା କରି, ଜଗନ୍ନାଥ ମନ୍ଦିର, ପରେ ପାରମ୍ପରିକ ନେହେରୁ ମଣ୍ଡପ କମିଟି ର କୁମ୍ଭାର - ଶ୍ରୀ ନିରାକାର୍ ରଣା ମହୋଦୟ ଙ୍କ ଘରେ ମାଟିପୂଜା କରି ସେଠାରୁ ଦୁର୍ଗା ମନ୍ଦିର ରେ ପୂଜାର୍ଚ୍ଚନା କରି ପୂଜାମଣ୍ଡପ କୁ ପହଞ୍ଚି ସେଠାରେ ଚଳିତ ବର୍ଷ ସୁରୁଖୁରୁ ରେ ପୂଜା କାର୍ଯ୍ୟ ସମ୍ପାଦନା ହେଉ ବୋଳି ମା ଙ୍କ ନିକଟରେ କମିଟି ପ୍ରାର୍ଥନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ମନିସ୍ ପଟେଲ, ଲୋଚନ୍ ସାଗର, ହୃଷୀକେଶ ବେମାଲ, ବିରେନ୍ଦ୍ର ମେହେର, ଟେକରାମ୍ ସା, ପୁରୁଷୋତ୍ତମ ସା, ରିପୁଧର୍ ସା, ମଣ୍ଟୁ ବାରିକ୍, କମଳାକାନ୍ତ ମାଝୀ, ଟିକୁ ମେହେର, ପିଙ୍କୁ, ରିଙ୍କୁ ନାଏକ, ଭୁବନ୍ ମେହେର, ମାୟାଧର ମାଝୀ, ପ୍ରଶାନ୍ତ ମେହେର, ଲିଲାକର ସା, ବାଟି ମେହେର, ରଶ୍ମିରଞ୍ଜନ ସା, ତୁଷାର କାଛି, ଡୋଳାମଣି ସାଗର, ରାକେଶ, ରୁପେଶ୍, ଉମେଶ ମେହେର ତଥା କମିଟିର ସମସ୍ତ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

Post a Comment