ବଲାଙ୍ଗୀର ୧୩/୯ (ଗଣେଶ ଦାସ) ବଲାଙ୍ଗୀର ଜିଲ୍ଲା ସଇନ୍ତଲା ବ୍ଲକ୍ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଡେଙ୍ଗ ଠାରେ ଜାତୀୟ ହିନ୍ଦୀ ଦିବସ ପ୍ରଧାନ ଶିକ୍ଷକ ଶ୍ରୀ ଚାଣ୍ଡାଳ ମିଶ୍ରଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ଶ୍ରୀ ମିଶ୍ର ହିନ୍ଦୀ କିପରି ରାଷ୍ଟ୍ରଭାଷାର ମାନ୍ୟତା ପାଇବା ପାଇଁ କେତେ ବାଧାବିଘ୍ନ ର ସମ୍ବୁଖିନ ହୋଇ ଆଜି ବିଶ୍ଵ ଦରବାରରେ ପ୍ରତିଷ୍ଠା ଲାଭ କରିଛି ଦର୍ଶାଇ ଥିଲେ। ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଯଥା ରେଣୁକା ସାହୁ, ଗାୟତ୍ରୀ ବାରିକ, କାନ୍ତି ଭୋଇ, ଦୌପଦୀ ଭୋଇ, ରାମ ନାରାୟଣ ଦାସ,କୃପାସିନ୍ଧୁ ମିଶ୍ର, ସୁଦର୍ଶନ ଦାସ, ସମୀର ସେଠି,ଦୀପକ ସେନ ଧାରୁଆ, ଲିଙ୍ଗରାଜ ନନ୍ଦ, ହିମାଂଶୁ ବିଶ୍ବାଳ, ଅବିନାଶ ଭୋଇ ହିନ୍ଦି ଭାଷା ବୈଶ୍ଵିକ ଭାଷା ମାନ୍ୟତା ଲାଭ ପାଇବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ। ସଭାର ପ୍ରାରମ୍ଭରେ ଛାତ୍ରଛାତ୍ରୀମାନେ ଜାତୀୟ ସଙ୍ଗୀତ ଗାନ କରିଥିଲେ। ଜନନୀ , ଶୁଭଶ୍ରୀ, ପ୍ରୀତି, ଝରଣା, ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ଅବିଗଲ, ଇସିକା ଲିପ୍ସା ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ହିନ୍ଦୀ ଶିକ୍ଷୟିତ୍ରୀ ତପସ୍ଵିନୀ ପଟେଲ ସଭା ପରିଚାଳନା କରିଥିବା ବେଳେ ବିଜ୍ଞାନ ଶିକ୍ଷକ କୃପାସିନ୍ଧୁ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। , ସ୍ବାତିଶ୍ରୀ, ଚୁଡ଼ାମଣି ,ଜୟନ୍ତ, ସୁମନ କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ।

Post a Comment