ବୋଡେ଼ନ (ପରମେଶ୍ୱର ମେହେର) ୧୩/୦୯ ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଧରଣୀମାଲ ଉଚ୍ଚ ବିଦ୍ୟାଳୟ ରେ ବ୍ଲକ ସ୍ତରୀୟ କ୍ରୀଡା ଅନୁଷ୍ଠିତ ହୋଇଯାଇଛି, ଏହି ଉତ୍ସବ ରେ ଖେଳ ଶିକ୍ଷକ ଶ୍ରୀଯୁକ୍ତ ଠାକୁର ଚରଣ ନାଗ ମଞ୍ଚ ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଧରଣୀମାଲ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଲିଙ୍ଗରାଜ କଟା, ମୁଖ୍ୟ ଅତିଥିଭାବେ ବି ଇ ଓ ଶ୍ରୀଯୁକ୍ତ ରୁଦ୍ରେଶ୍ୱର ମେହେର, ସମ୍ମାନିତ ଅତିଥିଭାବେ ଖରସେଲ ଗ୍ରାମ ପଂଚାୟତ ସରପଞ୍ଚ ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ଖମାରି,ଶ୍ରୀଯୁକ୍ତ ଚଣ୍ଡୀରାମ ବାଗ ପ୍ରଧାନ ଶିକ୍ଷକ ଧରଣୀମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଶ୍ରୀଯୁକ୍ତ ଅର୍ଜୁଞ୍ଜୟ ପଣ୍ଡା ବରିଷ୍ଠ କ୍ରୀଡା ଶିକ୍ଷକ ଗୋପୀନାଥ ଉଚ୍ଚ ବିଦ୍ୟାଳୟ ଲିଟିସର୍ଗି, ସିନାପାଲି ବ୍ଲକ ପ୍ରତିନିଧି ସାମ୍ବାଦିକ ଶ୍ରୀଯୁକ୍ତ ଚିନ୍ତାମଣି ନେତାମ ମଂଚାସୀନ ଥିଲେ। ଏହି କ୍ରୀଡା ପ୍ରତିଯୋଗିତା ରେ କବାଡି, ଖୋକୋ, ଭଲିବଲ, ବେଡ଼ମୀଣ୍ଟନ ଇତ୍ୟାଦି ଖେଳା ଯାଇଥିବା ବେଳେ ପ୍ରଥମ ଦ୍ଵିତୀୟ ଛାତ୍ର ଛାତ୍ରୀ ଖେଳାଳି ମାନଙ୍କୁ ପୁରସ୍କୃତ କରା ଯାଇଥିଲା । ଏହି କ୍ରୀଡାରେ କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ ଦେବାଶିଷ ଯୋଶୀ, ପ୍ରଦୀପ୍ତ କୁମାର ଯୋଶୀ, ଗୌତମ ବାଗ, ଭାସ୍କର ପାତ୍ର, ଦିଲୀପ ଦାସ, ପରମେଶ୍ୱର ଧରୁଆ ଖେଳ ପରିଚାଳନା କରିଥିବା ବେଳେ ଶ୍ରୀଯୁକ୍ତ ପ୍ରଦୀପ କୁମାର ପତି, ହିମାଂଶୁ ଶେଖର ପୁରୋହିତ, ପୁରରବା ସଳମା, ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରିୟମଞ୍ଜରୀ ବେହେରା, ସୁବାସ ଚନ୍ଦ୍ର ଦାସ, ପ୍ରଭାକର ସାହୁ, ଶୁଶିଲ ଖମାରି, ରହିତାଶ୍ଵ ବେମାଲ ବୀରେନ୍ଦ୍ର କୁମାର ବାଗ ସହଯୋଗ କରିଥିଲେ।

Post a Comment