ଖଡ଼ିଆଳ : (ଆଜତକ୍ ଓଡ଼ିଶା) ନୂଆପଡ଼ା ଜିଲ୍ଲା ଖଡିଆଳର ମୁସଲମାନ ସମ୍ପ୍ରଦାୟ ପକ୍ଷ ରୁ ବକ୍ରିଦ ପର୍ବ ପାଳନ ହୋଇଯାଇଅଛି। ଆଜି ବୃଷ୍ଟିପାତ ହେବା ଆଶଙ୍କାକୁ ନେଇ ମହଜିଦ ଠାରେ ନମାଜ୍ ପଠନ କରିଥିଲେ।, ସେହିପରି ସାମୁହିକ ପ୍ରଥନା କରିଥିଲେ। ମସଜିଦ ରେ ବହୁ ସଂଖ୍ୟା ରେ ମୁସଲମାନ ଭାଇ ମାନେ ଯୋଗ ଦେଇ ସାମୁହିକ ପ୍ରାର୍ଥନା କରିଥିଲେ। ଏହାପରେ ସାମୁହିକ ନମାଜ ପାଠ କରିଥିଲେ,ଏହି ଅବସର ରେ ସମସ୍ତ ନିଜ ଭିତରେ ଥିବା ତିକ୍ତତା, ରାଗ, ରୋଷ ଭୁଳି ପରସ୍ପର ଭାବରେ ଆଳୀଙ୍ଗନ ହୋଇ ଖୁସି ବ୍ୟକ୍ତ ସହ ଶୁଭେଚ୍ଛା ଜଣାଇଛନ୍ତି। ବକ୍ରିଦ ମୁସଲମାନ ଭାଇ ମାନେ ନିଜ ନିଜ ଘର କୁ ଯାଇ ବକରା କୁ କୁର୍ବାନୀ ଦେଇଛନ୍ତି। ପରିଶେଷ ରେ ପୁର୍ବ ପୁରୁଷ ଙ୍କ ମନେ ପକାଇ ବା ସହ ସେମାନଙ୍କ ଆତ୍ମା ର ସତଗତି ନିମନ୍ତେ ଆଳ୍ଲା କୁ ପ୍ରାର୍ଥନା କରନ୍ତି ।ଆଜି ହର୍ଷ ଉଲ୍ଲାସ ରେ ବକ୍ରିଦ ପାଳିତ ହୋଇଯାଇଛି।

Post a Comment