ସିନାପାଲି: ୨୫/୦୮- ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗଣ୍ତାବାହାଲି ଠାରେ ଗ୍ରାମ୍ୟ ମେହେର ଭୁଲିଆ ସମାଜ ଆନୁକୁଲ୍ୟରେ ରବିବାର ସ୍ବଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ ହୋଇଅଛି । ଗ୍ରାମ୍ୟ ମେହେର ସମାଜର ସଭାପତି ପୁର୍ଣ୍ଣଚନ୍ଦ୍ର ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଜୟନ୍ତୀ ସଭାରେ ମୁଖ୍ୟଅତିଥି ଭାବରେ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ମୁଖ୍ୟବକ୍ତା ସିନାପାଲି ମହାବିଦ୍ୟାଳୟ ଓଡ଼ିଆ ଅଧ୍ୟାପକ କନକ ବର୍ଦ୍ଧନ ସାହୁ, ବିଶିଷ୍ଟ ଅତିଥି ଗୋଲାମୁଣ୍ତା ମହାବିଦ୍ୟାଳୟର ଅଧ୍ୟାପକ ନବୀନ ଚନ୍ଦ୍ର ମେହେର ଓ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ମେହେର ସମାଜ ସଂପାଦକ ସୁରେଶ୍ଵର ମେହେର ଯୋଗ ଦେଇ ଥିବା ବେଳେ ଗଣ୍ତାବାହାଲୀ ଗ୍ରାମ୍ଯ ମେହେର ସମାଜ ସମ୍ପାଦକ ରଥି ମେହେର ମଞ୍ଚାସୀନ ଥିଲେ । ଗୁପ୍ତେଶ୍ୱର ମେହେର ସ୍ୱାଗତ କରିବା ସହ ସଭା ପରିଚାଳନା କରିଥିଲେ ।ଗଙ୍ଗାଧର ମେହେରଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପରେ ସ୍ଥାନୀୟ ପଞ୍ଚାୟତ ହାଇସ୍କୁଲ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲା । ଏହି ଅବସରରେ କୁଶଳୀ ତନ୍ତୀ କପୁରଚନ୍ ମେହେର ଓ ଯୁବ ସମାଜସେବୀ ତୁଲସୀରାମ ମେହେରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଅନ୍ଯମାନଙ୍କ ମଧ୍ଯରେ ସିନାପାଲି ଗଙ୍ଗାଧର ସାରସ୍ୱତ ସମିତିର ସଭାପତି ବୈଷ୍ଣବ ମେହେର, ସଦସ୍ଯ ଲଳିତ କୁମାର ସୁନାରୀ, ବଂଶୀଧର ଜଗତ, ପ୍ରେମାନନ୍ଦ ମେହେର, ପ୍ରକାଶ ଚଂଦ୍ର ମେହେର ଓ ଗଣ୍ତାବାହାଲୀର ରାହାସ ବିହାରୀ ମେହେର, ତ୍ରିନାଥ ମେହେର, ଚତୁର୍ଭୁଜ ସେଠୀ, ଯୋଗେଂଦ୍ର ମେହେର, ଭୀଷ୍ମରାଜ ମେହେର, ସଚିଦାନନ୍ଦ ମେହେର, ନିରଞ୍ଜନ ମେହେର ପ୍ରମୁଖ ସାହିତ୍ଯପ୍ରେମୀ ଉପସ୍ଥିତ ଥିଲେ ।ଶେଷରେ ଭୁବନେଶ୍ୱର ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment