ସିନାପାଲି (ପରମେଶ୍ୱର ମେହେର) ୨୫/୦୮ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ଡା ବାପୁଜୀ ଯୁବକ ସଂଘ ପକ୍ଷରୁ ଶ୍ରୀ କୃଷ୍ଣ ଜନ୍ମଷ୍ଟମୀ ଉପଲକ୍ଷେ ସଫେଇ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି l କେନ୍ଦୁମୁଣ୍ଡା ଜଗନ୍ନାଥ ମନ୍ଦିର ଓ ଗ୍ରାମର ଦେବୀ ମନ୍ଦିର ପ୍ରାଙ୍ଗଣର ଚତୁରପାଶ୍ୱର୍ରେ ଥିବା ଅନାବନା ଗଛଲତା ଓ ଘାସ ସଫା କରାଯାଇଥିଲା । ଏହି ସଫେଇ କାର୍ଯକ୍ରମ ରେ କେନ୍ଦୁମୁଣ୍ଡା ବାପୁଜୀ ଯୁବକ ସଂଘର ସଭପତି ଭୃଷବ ମାଝୀ , ଉପ ସଭପତି ଟିକେଲାଲ ଗହିର, ସମ୍ପାଦକ ପ୍ରଦୀପ ଘିଭେଲା,ସହ ସମ୍ପାଦକ ଗୋବର୍ଦ୍ଧନ ନାଏକ, କୋଷାଧ୍ୟକ୍ଷ ଜଳଧର ଘିଭେଲା ,ଗିରିଶ, ମାଝି, କୃଷ୍ଣ , ଧୋବଳେ, ପପ୍ପୁ, ଡିଗ୍ଲେ, ଉଧବ, ଦିନେଶ, ମଙ୍ଗଳ, ଥବିର, ଶିବା, ପପେଶ୍ୱର, ଦେବ, ବିଶେକ, ଜଗବନ୍ଧୁ, ଋଷି, ସୁମିତ, ବିଶମ,କୁଞ୍ଜ ସମେତ ବାପୁଜୀ ଯୁବକ ସଂଘ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

Post a Comment