ଦିର୍ଘ ବର୍ଷଧରି କାଦୁଅରେ ପଚପଚ ହୋଇ ଦିଶୁଥିବା ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ କେନ୍ଦୁମୁଣ୍ଡା ବଜାର ପଡ଼ିଆରେ,ଆଜି ବଜ୍ରି ସାଙ୍ଗରେ ଡସ୍ ଗୁଣ୍ଡ ବିଛାଯାଇଛି । ପ୍ରତ୍ୟେକ ବର୍ଷ ବର୍ଷାଦିନ ଆସିଲେ କେନ୍ଦୁମୁଣ୍ଡା ବଜାର ପଡିଆରେ କାଦୁଅ ପଚପଚ ହୋଇ ଉଠୁଥିଲା। ପ୍ରତ୍ୟେକ ବର୍ଷ ଏହି ବଜାର ପଡ଼ିଆରେ ଅଗଷ୍ଟ ୧୫ ତାରିଖ ଦିନ ପତକା ଉତ୍ତୋଳନ କରାଯାଇଥାଏ । ଆଗକୁ କିଛି ଦିନ ପରେ ଅଗଷ୍ଟ ୧୫ ଆସୁଥିବାରୁ ବଜାର ପଡ଼ିଆରେ କାଦୁଅ ବେଶୀ ହୋଉଥିବାରୁ କେନ୍ଦୁମୁଣ୍ଡା ବଜାର ଛକ୍ ର ଯୁବଗୋଷ୍ଠୀ ମାନେ ଅଭିଯୋଗ ନେଇ ଗତ ବୁଧବାର ଦିନ ସରପଞ୍ଚ ପାଖରେ କେନ୍ଦୁମୁଣ୍ଡା ପଞ୍ଚାୟତ କୁ ଯାଇଥିଲେ।ଅଭିଯୋଗ ଶୁଣି ସରପଞ୍ଚ ପ୍ରତିଶୃତି ଦେଲେ, ଓ ଆଜି କେନ୍ଦୁମୁଣ୍ଡା ବଜାର ପଡ଼ିଆରେ ବଜ୍ରି ଓ ଡ୍ରସ୍ ବିଛାକାମ ଆରମ୍ଭ ହୋଇଛି । ଏଭଲି ସରପଞ୍ଚଙ୍କ ର ପଦକ୍ଷେପ କୁ ନେଇ କେନ୍ଦୁମୁଣ୍ଡା ଗ୍ରାମରେ ଘୁରିଘୁରୀ ପ୍ରସଂଶା ହୋଉଛି ।

Post a Comment