ନୂଆପଡ଼ା (ପ୍ରମେଶ୍ୱର୍ ମେହେର) ଆଜି ନୂଆପଡ଼ା ଖଡ଼ିଆଳ ସ୍ଥିତ ମୁସ୍କାନ୍ ପବ୍ଲିକ ସ୍କୁଲ୍ ଠାରେ ହେଲ୍'ପିଙ୍ଗ୍ ଫର୍ ହେଲ୍'ପ୍ଲେସ୍ ପିପୁଲ୍ ଫାଉଣ୍ଡେସନ ତରଫ ରୁ ରକ୍ତଦାତା ମାନଙ୍କୁ ମାନପତ୍ର ଏବଂ ଗୋଟେ ଗୋଟେ ବୃକ୍ଷ ଦେଇ ସମ୍ମାନିତ କରା ଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବରେ ଖଡ଼ିଆଳ ମିଶନ ହସପିଟାଲ ର ଡ. ନୀତିଶ ଚୌଧୁରୀ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ରକ୍ତଦାନ ର ଉପକାରିତା ବିଷୟରେ ଅବଗତ କରିବା ସହିତ ଆଗାମୀ ଯୁବପିଢି ମାନଙ୍କୁ ରକ୍ତଦାନ କରିବା ପାଇଁ ଉତ୍ସାହିତ କରିଥିଲେ ଆଜିର କାର୍ଯ୍ୟକ୍ରମ ରେ ଫାଉଣ୍ଡେସନ ର ଜଏଣ୍ଟ ସେକ୍ରେଟାରୀ ବିନ୍ଦିଆ ଅଗ୍ରୱାଲ ସଭା ଆରମ୍ଭ କରିଥିଲେ ଏବଂ ଶେଷରେ ଫାଉଣ୍ଡେସନ ର ପ୍ରେସିଡେଣ୍ଟ କୈଳାସ ନାଗ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଫାଉଣ୍ଡେସନ ର ସଦସ୍ୟ କୈଳାଶ ନାଗ, ରାଜେଶ୍ୱର୍ ଦର୍ଜି, ଦାମୋଦର ବେମାଲ, ରାମକୃଷ୍ଣ ବେହେରା, ସାର୍ଥକ ମୁଣ୍ଡ, ଅମ୍ବିକା ବନ୍ଛୋର, ସୁଭସ୍ମିତା ପଟ୍ଟନାୟକ, ସୁମିତ୍ରା କୁମ୍ଭାର, ଜ୍ୟୋତି ବାଗ, ବିଙ୍କି କୁମାର, ନିଶା, ମିତା ରାଉତ, ତପସ୍ଵିନୀ ବାରିକ, ଇନ୍ଦୁ ରାଉତ, ହିମାଦ୍ରି ବାରିକ, ଶୁଭେନ୍ଦୁ ମହଉତୀ, ଉପସ୍ଥିତ ଥିଲେ।

Post a Comment