ସେବା ସମ୍ମାନରେ ସମ୍ମାନିତ ସୁଶ୍ରୀ ସୁମିତ୍ରା ସାହୁ


ସମାଜ ସେବା ପାଇଁ ନିଜକୁ ସମର୍ପିତ କରି ଗରିବ ଲୋକଙ୍କ ଓଠରେ ହସ ଭରି ଖୁସି ବାଣ୍ଟୁଥିବା ତିନି ବର୍ଷରୁ ଉର୍ଦ୍ଧ୍ବ ହେବ ଦୁଃଖୀ ରଙ୍କି ଲୋକଙ୍କୁ ସେବା ଯୋଗାଇ ଆସୁଥିବା କଟକ ଚୌଦ୍ଵାରର ସ୍ଵେଚ୍ଛାସେବୀ ଅନୁଷ୍ଠାନ ଗନ୍ଧର୍ବ ସେବା ସମିତିର ତୃତୀୟ ସ୍ଵନକ୍ଷତ୍ର ଦିବସ ଶୁଭ ଅବସରରେ ସମ୍ବଦ୍ଧିତ କରା ଯାଇଛି ଚୌଦ୍ବାର ଗାନ୍ଧୀ ଛକ ଟାଉନ ହଲରେ ଅନୁଷ୍ଠିତ ହୋଇ ଯାଇଛି ଅନୁଷ୍ଠାନର ଶୁଭ ତୃତୀୟ ବାର୍ଷିକ ଉତ୍ସବରେ ଢେଙ୍କାନାଳ ଜିଲ୍ଲାର ସଦର ଅଞ୍ଚଳର ସମାଜସେବୀ ସୁଶ୍ରୀ ସୁମିତ୍ରା ସାହୁଙ୍କୁ ନିଃସ୍ୱାର୍ଥପର ସମାଜ ସେବା କାର୍ୟ୍ଯ ପାଇଁ ସେବା ସମ୍ମାନରେ ସମ୍ମାନିତ କରା ଯାଇଛି ମାନପତ୍ର ଗ୍ରହଣ କରିଥିଲେ,ସୁମିତ୍ରା ସାହୁ କହିଛନ୍ତି ଏମିତି ଜନସେବା ପାଇଁ ଦୁଃଖୀ ରଙ୍କି ଲୋକଙ୍କ ସେବା ଜାରି ରହିବ ସେବା ହଁ ପରମ ଧର୍ମ ମତେ ଯୋଗ୍ୟ ବିବେଚିତ କରି ସମ୍ମାନିତ କରି ଥିବାରୁ ଗନ୍ଧର୍ବ ସେବା ସମିତିର ମୁଖ୍ୟ ପ୍ରତିଷ୍ଠାତା ପ୍ରଶାନ୍ତମହାପାତ୍ର ଓ ଅନୁଷ୍ଠାନକୁ କୃତଜ୍ଞତା ଜଣାଇଛନ୍ତି ।

Post a Comment

Previous Post Next Post