ଢେଙ୍କାନାଳ :(ଆଜତକ୍ ଓଡ଼ିଶା) ଢେଙ୍କାନାଳ ଜିଲ୍ଲାର ସଦର ବ୍ଲକ ସ୍ଥିତ ମଙ୍ଗଳପୁର ଗାଆଁର ପିତା ଗୌରାଙ୍ଗ ସାହୁ ମାତା ଅଖିଳ ସାହୁଙ୍କ ସୁପୁତ୍ରୀ ସୁଶ୍ରୀ ସୁମିତ୍ରା ସାହୁ ଆଜକୁ ଦଶ ବର୍ଷରୁ ଉର୍ଦ୍ଧ୍ବ ହେବ ସମାଜ ସେବା କରି ଦୁଃଖୀ ରଙ୍କି ମାନଙ୍କୁ ଖୁସି ବାଣ୍ଟିବାକୁ ପ୍ରୟାସ ଜାରି ରଖିଛନ୍ତି ସୁକର୍ମ ମାଧ୍ୟମରେ ସମାଜ ପାଇଁ ସାଜିଛନ୍ତି ସେ ପ୍ରେରଣାର ଉତ୍ସ,ସୁମିତ୍ରାଙ୍କ ସଂଘର୍ଷ ସଫଳତାର ଜୀବନ କାହାଣୀ ବିଷୟରେ ଜାଣିବା ପରେ ସୁମିତ୍ରାଙ୍କର କିଛି ସମାଜ ସେବା କାର୍ୟ୍ଯର ଫଟ ଚିତ୍ର ଦେଖି ଖୁସି ହୋଇ ଉତ୍ତର ପ୍ରଦେଶର ସାମାଜିକ ଅନୁଷ୍ଠାନ ଶାନ୍ତି ଫାଉଣ୍ଡେସନ ତରଫରୁ ଭାରତ ଗୌରବ ସମ୍ମାନ ପ୍ରଦାନ କରାଯାଇ ଶୁଭେଚ୍ଛା ମଙ୍ଗଳ କାମନା କରିଥିଲେ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି । ସୁମିତ୍ରା ସାହୁ କହିଛନ୍ତି ଅସମ୍ଭବର ନୂଆ ନାମ ସମ୍ଭବ କୌଣସି କାମ ନୁହେଁ ଅସମ୍ଭବ ଇଚ୍ଛା ଶକ୍ତି ଥିଲେ ହୁଏ ସବୁ କାମ ସମ୍ଭବ ମଣିଷର ଇଚ୍ଛା ଶକ୍ତି ସଫଳତା ହାସଲ କରିବାରେ ସାହାଯ୍ୟ କରେ ଆମେ ଯଦି ସୁକର୍ମ କରିବା ନିଃସ୍ୱାର୍ଥପର ପରକୁ ଆପଣାର ଭାବି ମାନବ ସେବାରେ ନିଜକୁ ନିୟୋଜିତ କରି ଦୁଃଖୀ ଲୋକଙ୍କର ସେବା କରି ତାଙ୍କ ଓଠରେ ହସ ଭରିବା ଭଗବାନ ଆମକୁ ଦୁନିଆରେ ପରିଚିତ କରି ସମ୍ମାନ ଦେବେ ଆମ ସୁକର୍ମ ହଁ ଆମର ପୂର୍ଣ୍ଣର ସମ୍ପତ୍ତି ଭଲ କାମ କରିବା ପାଇଁ ଆଗେଇ ଆସନ୍ତୁ ଭଲ କାମ କରିବାରେ ସହଯୋଗ କରନ୍ତୁ ତନ ମନ ଧନରେ ମଣିଷ ଜୀବନକୁ ସାର୍ଥକ କରନ୍ତୁ,ସୁମିତ୍ରା ସାହୁ ଭାରତ ଗୌରବ ସମ୍ମାନ ପାଇଁ ଅତ୍ୟନ୍ତ ଖୁସି ହୋଇ ଶାନ୍ତି ଫାଉଣ୍ଡେସନ ଓ ସଭାପତି ଗୟା ପ୍ରସାଦ ଆନନ୍ଦ ଅଧ୍ୟକ୍ଷ ପିଙ୍କି ଦେବୀଙ୍କୁ ହୃଦୟରୁ ସାଧୁବାଦ ଅର୍ପଣ କରିଛନ୍ତି ।

Post a Comment