କଟକ (ଆଜତକ୍ ଓଡ଼ିଶା) ଇତିହାସ ରଚିଛନ୍ତି ଓଡିଶା ବାରବାଟୀ-କଟକ ଆସନର କଂଗ୍ରେସ ବିଧାୟକ ସୋଫିଆ ଫିର୍ଦୋସ । ପ୍ରଥମ ମୁସଲମାନ ମହିଳା ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ସୋଫିଆ । ସୋଫିଆ ପୂର୍ବତନ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ଝିଅ। ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସୋଫିଆ ବିଜେପିର ପ୍ରସିଦ୍ଧ ସ୍ତ୍ରୀ ରୋଗ ବିଶେଷଜ୍ଞ ପୁର୍ଣ୍ଣ ଚନ୍ଦ୍ର ମହାପାତ୍ରଙ୍କୁ ୮୦୦୧ ଭୋଟରେ ପରାଜୟ କରି ପ୍ରଥମ ମୁସଲିମ୍ ମହିଳା ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି ।

Post a Comment