ନୂଆପଡା (ପରମେଶ୍ୱର ମେହେର) ନୂଆପଡା ଜିଲ୍ଲା ସିନାପାଲି ସହର ରେ ଥିବା ସ୍ବିଜ ବେକେରି ରେ ନିଆଁ ଲାଗି ଲକ୍ଷାଧିକ ଟଙ୍କା ସଂପର୍ତି ନଷ୍ଟ,ଆଜି ଦିନ ୧୧ ଟା ସମୟ ରେ ସଟ ସର୍କିଟ ହୋଇ ଏ.ସିରେ ପ୍ରଥମେ ନିଆଁ ଲାଗିଥିଲା,ଏହା ପରେ ଦୋକାନ ର ଚାରିଆଡେ ନିଆଁ ଲାଗିଯାଇ ବିଭିନ୍ନ ବେକେରି ଆଇଟମ, ଆଇସ କ୍ରିମ କୋଲଡ୍ରିଂ ପୋଡି ନଷ୍ଟ ହୋଇଯାଇଛି । ସ୍ବିଜ ବେକେରି ମାଲିକ ଚନ୍ଦ୍ର ଶେଖର ମେହେର ସିନାପାଲି ର ଅଗ୍ନିଶମ ବିଭାଗ କୁ ତୁରନ୍ତ ଖବର ଦେଇଥିଲେ,ଅଗ୍ନିଶମ ବିଭାଗ ର କର୍ମଚାରୀ ମାନେ ନିଆଁ କୁ ଆୟତ୍ତ କରିଛନ୍ତି ହେଲେ ବେକେରି ସାମଗ୍ରି ସବୁ ପୋଡିଥିବାବେଳେ ଲକ୍ଷାଧିକ ଟଙ୍କା ର ସମପର୍ତି ନଷ୍ଟ ହୋଇଥିବା କହିଛନ୍ତି ।

Post a Comment