ଶିଖ ଧର୍ମ ଗୁରୁ ଅର୍ଜୁନଦେବ ଙ୍କ ସହିଦ ଦିବସ ପାଳିତ


କଣ୍ଟାବାଞ୍ଜି, (ଆଜତକ୍ ଓଡ଼ିଶା) ଶିଖ ଧର୍ମ ଗୁରୁ ଅର୍ଜୁନ ଦେବ ଙ୍କ ସହିଦ ଦିବସ ପାଳନ ସ୍ଥାନୀୟ ଶ୍ରୀ ଗୁରୁ ସିଂଗ ସଭା କଣ୍ଟାବାଞ୍ଜି ତରଫ ରୁ ଆଜି ପାଲନ କରା ଯାଇଛି, ସ୍ଥାନୀୟ ଗୁରୁଦ୍ଵାରା ପରିସର ରେ ସମସ୍ତ ଶିଖ ସମାଜ ଲୋକ ଙ୍କ ତରଫ ରୁ ପାଠ ହୋଇଥିଲା, ଏଥିରେ ବହୁ ସଂଖ୍ୟା ରେ ଲୋକ ଯୋଗ ଦେଇଥିଲେ, ଏହା ସହ ସ୍ଥାନୀୟ ପରସୁରାମ୍ ଛକ ରେ ଗୁରୁ ଅର୍ଜୁନଦେବ ଙ୍କ ସହିଦ ଦିବସ ଉପଲକ୍ଷେ ସର୍ବ ସାଧାରଣ ପାଇଁ ସମାଜ ତରଫ ରୁ ଶୀତଳପେୟ,


ପ୍ରସାଦ ବିତରଣ କରା ଯାଇଥିଲା, ଆଜି ବଜାର ଦିନ ଥିବାରୁ ପ୍ରସାଦ ଗ୍ରହଣ ପାଇଁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା, ସ୍ଥାନୀୟ ଗୁରୁ ସିଂଗ ସଭା କଣ୍ଟାବାଞ୍ଜି ସଭାପତି ବିଟୁୁ ସିଂଗ, ପୂର୍ବତନ ସଭାପତି ଅମରଜିତ୍ ସିଂହ ସାଲୁଜା, ପୂର୍ବତନ ବିଧାୟକ ସନ୍ତୋଷ ସିଂହ ସାଲୁଜା, ନଗରପାଲ ବରିୟାମ ସିଂହ ସାଲୁଜା, ସମ୍ପାଦକ ଧନରାଜ ମାଖିଜା, ମୁକତୀୟର ସିଂହ,ଲାଲ ସିଂହ,ରେଶମ ସିଂହ, ପ୍ରବଜିତ ସିଂହ ସାଲୁଜା, ବିକ୍କି ଛାବଡା, ସିଙ୍କି ସିଂହ ସାଲୁଜା, ଅମୃତ ପାଲ, ଜିତ୍ ସିଂହ ମାଖିଜା, କନୱାଲଜିତ୍ ମାଖିଜା, ରିଶୁ ସିଂହ, ରାକେଶ ସେନି, ରୋନକ ସାଲୁଜା, ମୁଖ୍ୟ ପୂଜକ ରମେଶ ସିଂହ ପୱାର, ସହିତ ସମାଜ ବହୁ ଲୋକ ଏହି ସେବା କାର୍ଯ୍ୟ ରେ ଯୋଗ ଦେଇଥିଲେ

Post a Comment

Previous Post Next Post