ବିଶ୍ଵ ପରିବେଶ ଦିବସ 2024 ପାଳନ


ଆଜESAF ଆନୁକୁଲ୍ୟରେ କୃଷକ ବନ୍ଧୁ ଚାଷୀ ଉତ୍ପାଦକ ସଂଘ ଖଡ଼ିଆଳ ସାହାୟତାରେ ଖଡ଼ିଆଳ ବ୍ଲକ୍ ଅନ୍ତର୍ଗତ ଚିନ୍ଦାଗୁଡା ଗ୍ରାମ ଷ୍ଟାଡିଅମ ଠାରେ ବିଶ୍ୱପରିବେଶ୍ ସପ୍ତାହ ଦିବସ ପାଳନ 2024ଅନୁଷ୍ଠିତ କରାଯାଇଛି । ଏଥିରେ ଖଡ଼ିଆଳ ବନା ଅଞ୍ଚଳ ଫରେଷ୍ଟର ଶ୍ରୀ ଯୁକ୍ତ ମହାଦେବ ବନ୍ଦୀଛୋର ମୁଖ୍ୟ ବକ୍ତା ଭାବରେ ଯୋଗଦେଇଥିଲେ ଓ ଉକ୍ତ କାର୍ଯ୍ୟକ୍ରମ ରେ ଆଜିର ମୁଖ୍ୟ ଅତିଥି ଭାବରେ ଆହେତ ଅନୁଷ୍ଠାନ ର ଶ୍ରୀ ଯୁକ୍ତ ମୋହନ ସିଂ ବାବୁ ଉପସ୍ଥିତ ଥିଲେ ସଭାରେ କେନ୍ଦୁପାଟୀ ସରପଞ୍ଚ ଚନ୍ଦ୍ର ଷଣ୍ଡ ଚିନ୍ଦାଗୁଡା ସମାଜ ସେଵୀ ଉଗ୍ରସନ ରଣା ଅନୁଷ୍ଠାନ ସଭାପତି ମହିନ୍ଦ୍ର ଯୋଶୀ ଜୟ କିଷାନ କୃଷକ ସଂଗଠନ ର ବୋର୍ଡ ମେମ୍ବର ଯୁଗେଶ୍ବର ରଣା, ବିପିନ ବିହାରୀ ପଟେଲ,ଏକଲବ୍ୟ ବେହେରା,ସଙ୍ଘ ର CEO ଶ୍ରୀ ଯୁକ୍ତ ଚନ୍ଦ୍ର ଶେଖର ବେହେରା ମାନ ସାମାଜିକ ଅତିଥି ଭାବରେ ଯୋଗଦେଇ ଉକ୍ତ କର୍ମ ଶାଳା ଟି ESAF ଅନୁଷ୍ଠାନ ପ୍ରକଳ୍ପ ସଂଯୋଜକ ଶ୍ରୀ ଯୁକ୍ତ ରାଜକିଶୋର ପଣ୍ଡା ସଭାପରିଚାଳନା କରିଥିଲେ । ଖଡ଼ିଆଳ ବ୍ଲକ ର ୨୦୦ ଶହ ରୁ ଉର୍ଦ୍ଧ ଚାଷୀ ଭାଇ ଭଉଣୀ ମାନେ ଉପସ୍ଥିତ ରହିଥିଲେ । ବିଶ୍ୱପରିବେଶ ସପ୍ତାହ ପାଳନ ଅବସରରେ ମୁଖ୍ୟ ଜଳବାୟୁ ପରିବର୍ତନ ର ମୁଖ୍ୟକାରଣ ପ୍ରାକୃତିକ ପରିବର୍ତନ କୃଷି ଭାବରେ ଜଳବାୟୁ ପ୍ରବାହ ପ୍ରଭାବ ମରୁଡି ବନ୍ୟା ବାତ୍ୟା ଜଙ୍ଗଲ କ୍ଷୟ ମୂର୍ତ୍ତିକା କ୍ଷୟ ପଶୁ ସମ୍ପଦ କ୍ଷୟ ମନୁଷ୍ୟ ସମାନ ନ ରେ ଦେଖା ଦେଉଥିବା କୁ ପ୍ରଭାବ ଭୟ ରେ ଆଲୋଚନା କରି ତାର ପଦ କ୍ଷେପ ର ରାସ୍ତା ମାନ କରି ଲୋକଙ୍କୁ ସଚେତନ ବାର୍ତ୍ତା ଦିଆଯାଇଥିଲା । ଏହି ସଭାରେ ଜଗବନ୍ଧୁ ପଟେଲ, ପିଙ୍ଗଳ ମାଝୀ, ମହିନ୍ଦ୍ର ମାଝୀ, କେଶରୀ ମାଝୀ, ଚିନ୍ଦାଗୁଡା ଗ୍ରାମ ପଞ୍ଚାୟତ ର ମାନ୍ୟ ଗଣ୍ୟ ବ୍ୟକ୍ତି ରହି ସଭାସାଙ୍ଗ କରରିଥିଲେ । ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ରିପୋର୍ଟ

Post a Comment

Previous Post Next Post