ଖୋର୍ଦ୍ଧା:୨୮/୪ ଅନ୍ତର୍ଗତ ଟମାଣ୍ଡ ଥାନା ଅଧିକାରୀ ପ୍ରାୟ ରାତି ୨ଟା ସମୟରେ ୪ଟି ମୋରମ ବୋଝେଇ ହାଇୱା ଜବତ କରିଛନ୍ତି ଖବର ପାଇ ଥାନା ଅଧିକାରୀଙ୍କୁ ଯୋଗା ଯୋଗ କରିବାରୁ ଥାନା ଅଧିକାରୀ କହିଥିଲେ ଯେ ଡ୍ରାଇଭରମଦ ପିଇ ଗାଡ଼ି ଚଳାଉ ଥିବାରୁ ଗାଡିଗୁଡିକୁ ଅଟକ ରଖାଯାଇଛି ଏବଂ ଡ୍ରାଇଭରମାନଙ୍କୁ ମଧ୍ୟ ଅଟକ ରଖାଯାଇଛି ଏ ବିଷୟରେ ଥାନା ଅଧିକାରୀଙ୍କୁ ପ୍ରତିକ୍ରିୟା ମାଗିବାରୁ ସେ କ୍ୟାମେରା ସାମ୍ନାରେ କିଛି କହିବା ପାଇଁ ମନା କରିଦେଲେ, କିନ୍ତୁ ଜନ ସାଧାରଣରେ ଚର୍ଚାହେଉଛି ରାତିରୁ ମୋରମ ଗାଡ଼ି ଜବଦ ହେଲାଣି ହେଲେ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ।

Post a Comment