ଟାନୱଟ ଆଦିବାସୀଭବନଠାରେ ଆମ୍ବେଦକର ଜୟନ୍ତି ପାଳିତ


ନୁଆପଡ଼ା(ବିରବଲ ପ୍ରଧାନ)ନୂଆପଡା ଜିଲ୍ଲା ମହକୁମା ର ଟାନୱାଟ ଆଦିବାସୀ ଭବନ ଠାରେ ଘାସିରାମ ମାଝୀ ଙ୍କ ଅଧ୍ୟକ୍ଷତାରେ ଡ଼, ଭୀମ ରାଓ ଆମ୍ୱେଦକର ଜୟନ୍ତୀ ପାଳନ ହୋଇଯାଇଛି ମୁଖ୍ୟ ଅତିଥି ଉପଦେଷ୍ଟା ଖାମସିଂ ମାଝୀ ଓ ବିଶ୍ୱାବସୁ ଶବରସମାଜ ର ବିହାରୀ ଲାଲ ଶବର ସହ ଗଣ୍ଡ ସମାଜ ର ଜିଲ୍ଲା ସଭାପତି ଦିବ୍ୟ ସିଂ ମାଝୀ ସଭନେତ୍ରୀ ସରୋଜିନୀ ମାଝୀ, ହୋମ ସିଂ ମାଝୀ,ରାଜ୍ୟ ସଭାପତି ବାଲକୃଷ୍ଣ ଶବର, ଜିଲ୍ଲା ସମ୍ପାଦକ ସୋମନାଥ ଖମାରି, ଭାନୁପ୍ରତାପ ମାଝୀ ମଞ୍ଚାସିନଥିଲେ।ସଦର ବ୍ଲକ ସଭାପତି ଭକ୍ତ ବନ୍ଧୁ ଧରୁଆ ମଞ୍ଚପରିଚାଳନା କରିଥିଲେ ଶଭା ରେ ଅତିଥି ଗଣ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଙ୍କ ଆଦିବାସୀ ଙ୍କ ଉପରେ ସମ୍ଭିଧାନିକ ଶୋଷଣ କରୁଛନ୍ତି ଆଗାମୀ ଦିନରେ ସ୍ୱାଧିନ ପ୍ରାର୍ଥୀଭାବରେ ଘାସିରାମ ମାଝୀ ଙ୍କୁ ବିଧାୟକ କରିବାକୁ ସ୍ଥିର କରିଛୁ କହିଛନ୍ତି।

ଆଜି ସମସ୍ତେ ଏକ ହୋଇ ଆମ୍ବେଦକର ଙ୍କ ନୀତି କୁ ଅନୁସରଣ କରି ତାଙ୍କ ଦେଇ ଥିବା ବଚନ ଶିକ୍ଷିତ ହୁଅ, ସଂଘଠିତ ହୁଅ, ସଂଘର୍ସ କର କହିଥିଲେ,ଏହି ଶଭା ରେ ଖରିଆର ରୁ ସୁବୁଦ୍ଧି ଶବର,କରୁଣାକର ମାଝୀ, ଜଗନ୍ନାଥ ଭୋଇ, ଚନ୍ଦ୍ର ଖାଡିଆ, ବୋଡେ଼ନ ବ୍ଲକ ରୁ ମଝିଆ ମାଝୀ, ପ୍ରଦୀପ ମାଝୀ, ଭଗବାନ ମାଝୀ, ସିନାପାଲି ବ୍ଲକ ରୁ ଦୁର୍ବଳ ମାଝୀ, ଗିରିରାଜ ମାଝୀ, ପ୍ରସନ୍ନ ମାଝୀ ଓ ଜ୍ଞାନେଶ୍ୱେର ମାଝୀ, ପ୍ରେମ ମାଝୀ, ସଦାକାର ମାଝୀ, ତୀରତ ମାଝୀ ଓ ବିଭିନ୍ନ ଆଦିବାସୀ ସମାଜ ର ପ୍ରମୁଖ ମାନେ ଯୋଗ ଦେଇ ଥିଲେ।

Post a Comment

Previous Post Next Post