ବିଜେପି ପ୍ରାର୍ଥୀ ଦୌଡ଼ରେ ବହୁ ଆଗରେ ଯୁବନେତା ଇଂ. ରାଜେଶ ମୋହକୁଡ


ବାଲେଶ୍ୱର,୫/୩(ଲକ୍ଷ୍ମୀଧର ବାରିକ): ଛାତ୍ର ଜୀବନରୁ ୨୦୦୫ ମସିହାରୁ ଦୀର୍ଘ ୧୯ ବର୍ଷ ଧରି ଖଇରା ନିରନ୍ତର ଭାବରେ ଖଇରା ରେ ସମାଜ ସେବା ମାଧ୍ୟମରେ ରକ୍ତ ଦାନ ଶିବିର ହେଉ , ବୃକ୍ଷ ରୋପଣ ହେଉ, ମହୋତ୍ସବ , ରୋଗୀସେବା ,ଅସହାୟ କୁ ସାହାଯ୍ୟ କରିବା , ଅନାଥ ଆଶ୍ରମରେ ଶଯ୍ୟା କରିବା ଗତ ମହାବିପତି ଫନି, ୟାସ, କରୋନା ମହାମାରୀର ଖଇରା ଅଞ୍ଚଳ ରେ ଘରେ ଘରେ ଲୋକ ମାନକ ପାଖରେ ପହଞ୍ଚି ଶୁଖିଲା ଖାଦ୍ୟ ବାଣ୍ଟିଥିଲେ ତା ସହିତ ଖଇରା ମେଡିକାଲ କୁ ଅକ୍ସିଯେନ୍ ଭେଣ୍ଟି ଲେଟର ମେସିନ୍ ପ୍ରଦାନ ମଧ୍ୟ କରିଥିଲେ । ଗତ ବିଭିନ୍ନ ବ୍ଲକ ଓ ଗ୍ରାମରେ ଯୁବକ ମାନକ ସହିତ ମିଶି ମହୋତ୍ସବ , ଖେଳ ମଧ୍ୟ ଆୟୁଜନ କରିଥାନ୍ତି । ରାଜନୈତିକ ଅଭିଳାଷ ନରଖି ସମାଜ ସେବାକୁ ବ୍ରତ ଭାବେ ପାଳନ କରି କେବଳ ଖଇରା ସିମୁଳିଆ ରେ ସୀମିତ ନରହି ସାରା ବାଲେଶ୍ଵର ଜିଲ୍ଲା ର ବିଭିନ୍ନ ଜାଗାରେ ସମାଜ ସେବା ସହିତ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥାନ୍ତି ,ଏମିତିକି ୟାସ୍ ମହାବାତ୍ୟା ରେ ପୁରୀ ଯାଇ ଲୋକମାନଙ୍କୁ ସହସ୍ୟ କରିବା ସହିତ ସେବା ଯୋଗାଇ ଦେଇଥିଲେ । ଏହି ସମାଜ ସେବା ପାଇଁ ୬୦ ରୁ ଉର୍ଦ୍ଧ ଅନୁଷ୍ଠାନ ରୁ ରାଜ୍ୟ ଓ ଜାତୀୟ ସ୍ତରୀୟ ସମ୍ମାନରେ ସମ୍ମାନିତ ହୋଇ ଚନ୍ତି । ଗତ ପଞ୍ଚାୟତ ନିର୍ବାଚନରେ ପ୍ରଥମକରି ଲୋକମାନଙ୍କ ଇଚ୍ଛା କୁ ସମ୍ମାନ ଦେଇ ବିଜେଡିର ଦୁର୍ଗ କୁହାଯାଉଥିବା ତୁରିଗଡିଆ ଜୁନ୍ ରେ ଭାରତୀୟ ଜନତା ପାର୍ଟିର ଜିଲ୍ଲାପରିଷଦ ପ୍ରାର୍ଥୀ ହୋଇ ଶାସକ ଦଳର ମୁଣ୍ଡବିନ୍ଧା ର କାରଣ ସାଜି ଅଳ୍ପ ବ୍ୟବଧାନରେ ପରାସ୍ତ ହୋଇଥିଲେ କିନ୍ତୁ ଯେଉଁଠି ବିଜେପି ଖତା ଖୋଲିପରେ ନାହିଁ ସେଇ ଜାଗାରୁ ୪ ସମିତି ଓ ୩ ଟି ସରପଞ୍ଚ ଜିତାଇ ଖଇରା ବ୍ଲକ୍ ର ଅଧ୍ୟକ୍ଷା କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ , ହେଲେ ସେହି ଦିନଠାରୁ ନିରନ୍ତର ଭାବେ ରାଜନୀତିରେ ସକ୍ରିୟ ରହି ଦଳୀୟ କାର୍ଯ୍ୟକ୍ରମ କରିବା ସହିତ ଲୋକମାନଙ୍କ ସମସ୍ୟା ଓ ଅଧିକାର ପାଇଁ ନିରନ୍ତର ସଂଘର୍ଷ କରିଆସୁଛନ୍ତି । ଯେଉଁଥିପାଇଁ ଦଳର ମୁଖିଆ କ ପ୍ରୀୟଭାଜନ ହେବସହିତ ଦଳ ଭରସା କରି ବିଭିନ୍ନ ଗୁରୁଦାୟିତ୍ଵ ମଧ୍ୟ ଦେଇଛି ଧାମନଗର ବାଇ ଏଲେକ୍ସଂ ରେ ପଞ୍ଚାୟତର ପ୍ରଭାରୀ ଦାୟିତ୍ଵ ଦେଇଥିଲେ , ରାଜ୍ୟ ଯୁବମୋର୍ଚ୍ଚା ରାଜ୍ୟ କୋଷାଧ୍ୟକ୍ଷ ପଦବୀ ଭଳି ଗୁରୁଦାୟିତ୍ଵ ଦେଇଛନ୍ତି , ସେଇଭଳି ଯୁବମୋର୍ଚ୍ଚା ରାଇରଙ୍ଗପୁର ପ୍ରଭାରୀ, ଉତ୍ତର ଓଡ଼ିଶା କ୍ଲାଷ୍ଟର ଇଞ୍ଚାର୍ଜ୍ ଭଳି ଗୁରୁ ଦାୟିତ୍ଵ ଦେଇଛନ୍ତି ଯାହାକୁ ସୁଚାର ରୂପେ ତୁଲାଇବାରେ ସକ୍ଷମ ହୋଇ ନେତୃତ୍ୱ କ ପାଖରେ ପ୍ରୀୟଭାଜନ ହୋଇପାରିଛନ୍ତି , ସବୁ ଯୁବକ ମାନକର ଉତ୍ସାହ ଓ ପ୍ରଥମ ପସନ୍ଦ ସେଇଭଳି ଖଇରା ସମସ୍ତଙ୍କର ପ୍ରିୟ ଯୁବନେତା ଇଂ. ରାଜେଶ ମହାକୁଡ । ଯାହାକି କୌଣସି ରାଜନେତା କେବେ କରିନାହାନ୍ତି , ଯେଉଁ ମାଟି , ସ୍ବାଭିମାନ ଓ ସମାଜ ସେବାର କଥା କହୁଛନ୍ତି କେହି ଜଣେ କହିପାରିବେ ରାଜନୀତି ପୂର୍ବରୁ କେବେ ସାଧାରଣ ଲୋକଙ୍କ ସହିତ ରହିଛନ୍ତି ଓ ସମାଜ ପାଇଁ କିଛି କରିଛନ୍ତି ? ବାସ୍ତବରେ ଆଜି ଦିନରେ ରାଜନୀତିରେ ଆଗଧାଡ଼ି ରେ ଥିବା ଓ ରାଜନୀତି ରେ ଆଗକୁ ଯିବା ପାଇଁ ଯେଉ ମାନେ ଚାହୁଛନ୍ତି କେହି କେବେ ବାସ୍ତବରେ ଲୋକଙ୍କ କଥା କି ମାଟିର କଥା କହୁଛନ୍ତି ଯେମିତି କାନ୍ଦୁଛନ୍ତି କିନ୍ତୁ ଆଖିରେ ଲୁହ ନାହିଁ। ଦୀର୍ଘ ବର୍ଷଧରି ସିମୁଳିଆ ନିର୍ବାଚନ ମଣ୍ଡଳୀରେ ଖଇରା ବ୍ଲକ୍ ସର୍ବାଧିକ ଜନସଂଖ୍ୟା ଓ ଭୋଟର ଥିବାବେଳେ ବିଧାୟକ ଜିତିବା ପାଇଁ ଖଇରା ବାସୀକ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବାବେଳେ ଦୀର୍ଘବର୍ଷ ଧରି କେବେ ଖଇରା ରୁ ବିଧାୟକ ନହେବା କିମ୍ବା କୌଣସି ଆଗଧାଡିର ରାଜନୈତିକ ଟିକେଟ ନଦେବା ଖଇରା ବସିକ ସ୍ବାଭିମାନ କୁ ଆଘାତ ଦେଇଥିବାରୁ ଏବଂ ବିଗତ ଦିନରେ ବିଧାୟକ ମାନେ ସବୁଖେତ୍ରରେ ଖଇରା ବାସୀଙ୍କୁ ଅବହେଳା କରିବା , ପରିବାର ବାଦ ରାଜନୀତି କୁ ବନ୍ଦ କରି ଉଚ୍ଚ ଶିକ୍ଷିତ ଯୁବ ନୂଆ ଚେହେରା ହିସାବରେ ଏହି ସିଟ କୁ ଦଖଲ କରିବା ପାଇଁ ଯୁବ ଇ. ରାଜେଶ ମହାକୁଡ ଟିକେଟ ପାଇଁ ପ୍ରମୁଖ ଦାବିଦାର ବୋଲି ରାଜନୀତି ମହଲରେ ଚର୍ଚ୍ଚା ହେଉଛି । ଏହି ପରିପେଖି ରେ ବିଧାୟକ ଟିକେଟ ର ପ୍ରଥମ ହକଦାର ଇଂ.ରାଜେଶ ମହାକୁଡ ବୋଲି ସବୁରି ମୁହଁରେ ଚର୍ଚ୍ଚା ଜୋରଧରିଛି ।

Post a Comment

Previous Post Next Post