ଜୟପୁର (ଆଜତକ ଓଡ଼ିଶା) ସ୍ଥାନୀୟ ଜୟପୁର ଠାରେ ଥିବା ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତି ନିକଟରେ ବନିତା ଏକ୍ଟିଭିଟି ସ୍କୁଲ ତରଫରୁ ଏକ ପ୍ରଚ୍ଛଦପଟ୍ଟ ନାଟକ ପରିବେଷଣ ହୋଇଯାଇଅଛି । ଚଳିତ ତା - ୨୯/୦୩/୨୦୨୪ ରିଖ ( ଶୁକ୍ରବାର) ଦିନ ସହିଦ ଲକ୍ଷ୍ମଣ ନାୟକଙ୍କ ୮୨ ତମ ଫାଶୀ ଦିବସ ରେ ଅତିଥି ଭାବେ ଶ୍ରୀଯୁକ୍ତ ନାରୀ ମହାନ୍ତି ,ଉପଦେଷ୍ଟା ଭାବେ ବାଲା ରାୟ , କୃଷ୍ଣ ଚନ୍ଦ୍ର ହୋତା , ସୁରେନ୍ଦ୍ର ଖୋରା ଏବଂ ସଭାପତି ଭାବେ ମଦନମୋହନ ନାୟକ , ଗୌରବ ଭତ୍ରା ଓ ସମ୍ପାଦକ ଭାବେ ମାଧବ ଚୌଦୁରୀ ଙ୍କ ଉପସ୍ଥିତ ରେ ବନିତା ଏକ୍ଟିଭିଟୀ ସ୍କୁଲ ର କୁନି କୁନି ପିଲା ମାନେ ସ୍ଵାଧୀନତା ସଂଗ୍ରାମୀ ସହିଦ ଲକ୍ଷ୍ମଣ ନାୟକଙ୍କ ଜୀବନ ଆଧାରିତ ଏକ ପ୍ରଚ୍ଛନ୍ନ ପଟ ଏକ ନାଟକ ପରିବେଷଣ କରିଥିଲେ । ଏହା ସମାଜ ପାଇଁ ଏବଂ ଆମ ମାଟି କୋରାପୁଟ ପାଇଁ ଆମ ଦେଶ ପାଇଁ ଭଲପାଇବା ର ଉପଯୋଗ୍ୟ ବାର୍ତ୍ତା ଟିଏ ଥିଲା ।

Post a Comment