କଣ୍ଟାବାଞ୍ଜି/ତା.୨୯/୦୩ (ଆଜତକ୍ ଓଡ଼ିଶା) କଣ୍ଟାବାଞ୍ଜିର ଅଗ୍ରଣୀ ଅନୁଷ୍ଠାନ ନିର୍ଝରିଣୀ ଆନୁକୂଲ୍ୟରେ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସଭାଗୃହରେ ଏକ ସାରସ୍ୱତ ସଭା ଅନୁଷ୍ଠିତ ହୋଇଥିଲା।ଅନୁଷ୍ଠାନର ସଭାପତି ଶ୍ରୀ ରାମଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶ୍ରୀ ଗିରିଜା ଶଙ୍କର ରଥ ଓ ସମ୍ମାନିତ ଅତିଥି ଭାବରେ ଶିକ୍ଷକ ଶ୍ରୀ ମନବୋଧ ପାଣିଗ୍ରାହୀ ଯୋଗ ଦେଇଥିଲେ।ଏହି ଅବସରରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶ୍ରୀ ଗିରିଜା ଶଙ୍କର ରଥଙ୍କ ପରିବ୍ୟାପ୍ତ ପରିଧି ପୁସ୍ତକ ଲୋକାର୍ପିତ ହୋଇଥିଲା।ତାପରେ ଶ୍ରୀ ରଥ ପୁସ୍ତକ ବିଷୟରେ ଆଲୋଚନା କରିଥିଲେ।ସଭାକୁ ସଂପାଦକ ବିରଂଚି ନାରାୟଣ ଦାଶ ପରିଚାଳନା, ସହ ସମ୍ପାଦିକା ଅଂଜଳି ମାଝୀ ସ୍ୱ।ଗତ ଅଭିଭାଷଣ ଓ ଉପ ସଭାପତି ଶ୍ରୀ ସୂର୍ଯ୍ୟକାନ୍ତ ରଣା ଧନ୍ୟବାଦ ଅର୍ପଣ କରିଥିଲେ।ଆଇନଜିବୀ ମନୋଜ ଦାସ,ଡ.ସଞ୍ଜୟ ମିଶ୍ର,ଡ.ନାରାୟଣ ମିଶ୍ର,ଯୁବରାଜ ମେହେର, ନିରଂଜନ ମହାରଣା,କୈଳାଶ ଦୀପ,ବେଦବ୍ୟାସ ନାଗ,ଅନୁପ କୁମାର ଦାସ ନିଜ ନିଜର ମତ ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ବ୍ରଜଶ୍ୟାମ ଗୁରୁ, କୁଞ୍ଜ ବିହାରୀ ବେହେରା, ନରେନ୍ଦ୍ର ସୁନା, ଜଗଦାନନ ପାଣିଗ୍ରାହୀ, ଥମିର ଛତ୍ରିଆ, ମମତା ପଣ୍ଡା, ମଞ୍ଜୁଲତା ମାଝୀ,ଉମାକାନ୍ତୀ ସରାଫ,ବିଜୁଦାସ ମହାନନ୍ଦ, ସରୋଜ ଦାସ,ରାଜେନ୍ଦ୍ର ସାହୁ ଆଦି ଯୋଗ ଦେଇଥିଲେ।

Post a Comment