କୋରାପୁଟ : (ଆଜତକ୍ ଓଡ଼ିଶା) ଆଜି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଉଡାନ୍ ୟୁଥ୍ କ୍ଲବ୍ ପକ୍ଷରୁ ଆୟୋଜିତ କୁଇଜ୍ ପ୍ରତିଯୋଗୀତାରେ କୋରାପୁଟର ଯୁବ ଅଧ୍ୟାପକ ତଥା ସମାଜସେବୀ ତ୍ରିନାଥ ପଟ୍ଟନାୟକଙ୍କୁ ସମ୍ମାନିତ ସ୍ୱରୂପ ପ୍ରଶଂସା ପ୍ରମାଣ ପତ୍ର ପ୍ରଦାନ କରାଯାଇଅଛି । ଯୁବ ଅଧ୍ୟାପକ ତ୍ରିନାଥ ପଟ୍ଟନାୟକ ହେଉଛନ୍ତି କୋରାପୁଟ ଜିଲ୍ଲାର ଏକ ବିଶିଷ୍ଟ କବି, ସମାଜସେବୀ ତଥା ଅଧ୍ୟାପକ ଅଟନ୍ତି । ନିଜର ଅବସର ସମୟରେ ସେ ବିଭିନ୍ନ ସମୟରେ ସ୍ଥାନୀୟ ଆଖପାଖ ଅଞ୍ଚଳର ଗ୍ରାମକୁ ଯାଇ ବୃକ୍ଷରୋପଣ କରିବା ଏବଂ ଗତ କରୋନା ସମୟରେ ଗ୍ରାମ ଗ୍ରାମକୁ ଯାଇ ମହିଳାଙ୍କୁ ସଚେତନତା କରିବା ଭଳି କାର୍ଯ୍ୟକ୍ରମ କରି ବେଶ୍ ପରିଚୟ ସୃଷ୍ଟି କରିପାରିଅଛନ୍ତି । ତେବେ ଆଜିର ଏହି କାର୍ଯ୍ୟକ୍ରମରେ ଯୁବ ସମାଜସେବୀ ତଥା ଅଧ୍ୟାପକ ତ୍ରିନାଥ ପଟ୍ଟନାୟକଙ୍କୁ ଉଡ଼ାନ୍ ୟୁଥ କ୍ଲବ୍ ର ପ୍ରତିଷ୍ଠାତା ତଥା ବିଶିଷ୍ଟ ସମାଜସେବୀ ଏସ୍ ଆର୍ ଅମନ୍ କୁମାର୍ ଭୁୟସୀ ପ୍ରଶଂସା କରିଅଛନ୍ତି ।

Post a Comment