ନୂଆପଡ଼ା (ପରମେଶ୍ଵର ମେହେର) ନୂଆପଡା ଜିଲ୍ଲା ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ର ସିନାପାଲି ବିଜୁ ଜନତା ଦଳ ପକ୍ଷ ରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ୧୦୮ ତମ ଜନ୍ମ ଜନ୍ମ ଜୟନ୍ତୀ ସିନାପାଲି ଧାନ ମଣ୍ଡି ପଡ଼ିଆ ଠାରେ ପାଳିତ ହୋଇଛି । ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ର ବରିଷ୍ଠ ନେତା ଲମ୍ବୋଦର ନିଆଲ ଙ୍କ ନେତୃତ୍ୱ ରେ ଶତାଧିକ ବିଜେଡ଼ି କର୍ମୀ ସ୍ବର୍ଗତ ବିଜୁ ବାବୁ ଙ୍କ ଫଟୋ ଚିତ୍ର ରେ ପୁଷ୍ପ ମାଲ୍ୟର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ପରେ ବିଜେଡି ପକ୍ଷରୁ ସିନାପାଲି ଡାକ୍ତର ଖାନା ରେ ରୋଗୀ ମାନଙ୍କୁ ଫଳ ବାଣ୍ଟନ କରିବା ସହିତ ସମସ୍ତ ଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବିଜେଡି ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ର ସଭାପତି ମହେନ୍ଦ୍ର ସୁନାନୀ ଙ୍କ ସଭାପତିତ୍ୱ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ୟା ଡଲି ମାଝୀ, ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟା ମନ୍ଦାକିନୀ ବଘେଳ, ପୁଷ୍ପାଞ୍ଜଳୀ ପାଣ୍ଡେ, ଯୋଗେନ୍ଦ୍ର ପାଣ୍ଡେ, ବାରିଜ ସୁନା, ଲକି ତାଣ୍ଡି, କୈଳାଶ ତାଣ୍ଡି, ଅମିତ ସିଂ ଦେଓ, ଦୈତାରୀ ମେହେର, ବୀରେନ୍ଦ୍ର ଖମାରି, ଜଗଦିଶ ଗର୍ଗ, ରହେମାନ ଖାଁ ସମେତ ଶତାଧିକ ଉପସ୍ଥିତ ଥିଲେ । ଶେଷରେ ମହିଳା କର୍ମୀ ମାନେ ଲମ୍ବୋଦର ନିଆଲ ଙ୍କୁ ଟିକେଟ ଦେବାପାଇଁ ଓଡିଶା ମୁଖ୍ୟମନ୍ତ୍ରୀ ଙ୍କୁ ନିବେଦନ କରିଛନ୍ତି ।

Post a Comment