କୋମନା:(ବିରବଲ ପ୍ରଧାନ) ନୁଆପଡ଼ା ଜିଲ୍ଲା ଅନ୍ତର୍ଗତ ବୁଦ୍ଧି କୋମନା ରେ ଆଜି ପାତାଲେଶ୍ଵର ମହୋତ୍ସବର ଦ୍ଵିତୀୟ ରଜନୀ ଅଟେ । ଦ୍ୱିତୀୟ ରଜନୀ ରେ କୋମନା ବ୍ଳକ ଅଧ୍ୟକ୍ଷ ଅନୁସୁୟା କୁମ୍ଭାର ମୂଖ୍ୟଅତିଥି ଭାବରେ ଯୋଗଦେଇଥିଲେ। ମୂଖ୍ୟ ଅତିଥି ସହ ଜିଲ୍ଲା ପରିଷଦ ସଭ୍ୟ ମୁରଲି ଭୋଇ, ମନୋଜ ମିଶ୍ର, ସମାଜସେବୀ କ୍ଷମା ନିଆଲ, ଭୋଦେବ ସିଂ ଚିନ୍ଦା, ଅମରନାଥ ପଣ୍ଡା, ସୌମ୍ୟ ରଞ୍ଜନ ପାଢୀ, ମଧୁସୂଦନ ହୋତା ମଞ୍ଚାସୀନ ଥିଲେ ଓ ମୂଖ୍ୟ ବକ୍ତା ଭାବରେ କ୍ଷୀରୋଦ ନିବାସ ପଣ୍ଡା ଯୋଗଦାନ କରିଥିଲେ।ଏହି ଦ୍ଵିତୀୟ ରଜନୀ ରେ ଆର ରାଜକୁମାର ମେଲୋଡି ସମ୍ବଲପୁର ମୁଖ୍ୟ ଆକର୍ଶଣ ଥିଲା ଓ ଅନ୍ୟାନ୍ୟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମମାନ ମଞ୍ଚକୁ ଦୋହଲାଇ ଦେଇଥିଲା। ମଞ୍ଚ ପରିଚାଳନାରେ କମିଟିର ସଭାପତୀ ଦେବୀପ୍ରଶାଦ ଖମାରୀ, ସଂପାଦକ ନେତ୍ରମଣି ବାଗ, ଉପ ସଭାପତି ଯୁବରାଜ ପଟେଲ ଓ କମିଟିର ସବୁ ସଦଶ୍ୟମାନେ ସହଯୋଗ କରିଥିଲେ।

Post a Comment