ମହା ଶିବରାତ୍ରି
ଜାଳିବା ମନ୍ଦିରେ ଦୀପଧୂପ
ବହୁ ଦୀପଜ୍ୟୋତି ।।
ହେ ବାବା ଶ୍ରୀ ଶ୍ରୀ ଚନ୍ଦ୍ରଶେଖର
ଆହେ ନାଗେଶ୍ଵର
ଗଳାରେ ତୁମ ଯେ ଶୋଭା ପାଏ
ଭୁଜଙ୍ଗର ମାଳ ।।
ପାରି କର ଏ ଭବ ସାଗରୁ
ଆହେ ହରହର
ହେ ପ୍ରଭୂ ଉମା ପାର୍ବତୀ ପତି
କୃପା ଦିଅ ଭର ।।
ତୁମ ଚରଣେ କୋଟି ପ୍ରଣତି
ଆହେ ଭୋଳେଶ୍ୱର
ତୁମେ ଅଟ ସତ୍ୟ ଓ ସୁନ୍ଦର
ହେ ପାର୍ବତୀ ବର ।।
ଦିଅ କୋପେ ବର ତୋପେ ବର
ହେ ଶିବ ଶଙ୍କର
ତୁମ ପାଦେ ଏ ମସ୍ତକ ମୋର
ମୋତେ କୃପା କର ।।
*ତ୍ରିନାଥ ପଟ୍ଟନାୟକ*
*(ଯୁବ ଅଧ୍ୟାପକ ତଥା କବି)*
*ଗ୍ରାମ :ଗାନ୍ଧୀ ନଗର*
*ପୋ:/ଜିଲ୍ଲା-କୋରାପୁଟ*
*ମୋ:9438362172
Post a Comment