ବଙ୍ଗୋମୁଣ୍ଡା : (ଆଜତକ୍ ଓଡ଼ିଶା) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ପଞ୍ଚାୟତ ଅଫିସରେ ଟ୍ରିକଲ ଅଫ ଓ ନିର୍ମାଣ ସଂସ୍ଥାର ସହଯୋଗରେ ଉପମା ପ୍ରକଳ୍ପରେ ଥିବା ଆଠଟି ଗ୍ରାମର ମହିଳାମାନଙ୍କୁ ନେଇ ଆନ୍ତର୍ଜାତୀୟ ମହିଳାଦିବସ ଗୁରୁବାର ଦିନ ପାଳିତ ହୋଇଯାଇଛି । ଉକ୍ତ ମହିଳାଦିବସରେ ମୁଖ୍ୟଅତିଥି ଭାବେ ଗନ୍ଧର୍ଲା ସରପଞ୍ଚ ଶ୍ରୀମତୀ ଚାହାଁନ୍ତି କନ୍ଦପାଣି, ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟା ଶ୍ରୀମତୀ ଅହଲ୍ୟା ଭୋଇ, ମହାସଂଘ ସଭାନେତ୍ରୀ ସୁରଭି ବାଗ, ଏମ.ବି.କେ ରେଣୁକା ନାଗ ଓ ଟ୍ରିକଲ୍ ଅଫ ର ଟିକେଶ୍ଵର ପଟେଲ ମହିଳାଦିବସ ଉପଲକ୍ଷେ ବକ୍ତ୍ୟବ୍ୟ ପ୍ରଦାନ କରିଥିଲେ । ନିର୍ମାଣ ସଂଗଠନର ବ୍ଳକ ସଂଯୋଜକ ଅମୂଲ୍ୟ କୁମାର ପାଇଟାଲ ସଭାପତିତ୍ୱ କରିଥିଲେ ।ସମସ୍ତ ସଦସ୍ୟା ମାନଙ୍କୁ ନେଇ ଏକ ପ୍ରତି ଯୋଗୀତା କରାଯାଇଥିଲା ଓ କୃତି ପ୍ରତି ଯୋଗୀ ମାନଙ୍କୁ ପୁରଷ୍କୃତ କରାଯାଇଥିଲା। ଉକ୍ତ ମହିଳା ଦିବସ ପାଳନରେ ସି.ଆର.ପି ମିନୁ ରଣା, ରାଜେଶ୍ୱରୀ ଭୋଇ ଓ ନିର୍ମାଣ ସଂଗଠନ ର କର୍ମକର୍ତ୍ତା ନାଗେନ୍ଦ୍ର କୁମାର ନାଗ, ଦୁର୍ଜନ ସା, ରେଜିନା ଲାକ୍ରା, ସୁଧାଂଶୁ ପାଲ, ଭୀଷ୍ମ ବାଗ, ରମାମଣୀ ମାଝୀ, ନେହେରୁ ଛୁରା, ବବି ସୁନା, ତୁଲାବତୀ ଭୋଇ ସହ ଗନ୍ଧର୍ଲା ପଞ୍ଚାୟତ ର ବିଭିନ୍ନ ଗାଁରୁ ଆସିଥିବା ଶତାଧିକ ମହିଳାଉପସ୍ଥିତ ଥିଲେ ।

Post a Comment