ରୋଗୀଙ୍କୁ ସହାୟହେଲେ ସୋସିଆଲ ଏକ୍ଟିଭିଷ୍ଟ୍ ଅଫ କଳାହାଣ୍ଡି ସଂଗଠନ


କଳାହାଣ୍ଡି (ଆଜତକ୍ ଓଡ଼ିଶା) କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସହରର ସବ୍ ଡିଭିଜନ ହସ୍ପିଟାଲ ରେ ଚିକିତ୍ସିତ ହେଉଥ‌ିବା ଜଣେ ରୋଗୀକୁ ସାହାଯ୍ୟ କରିଛନ୍ତି ସୋସିଆଲ ଏକ୍ଟିଭିଷ୍ଟ୍ ଅଫ କଳାହାଣ୍ଡି ଏଠାରେ ସୋସିଆଲ ଏକ୍ରିଭିଷ୍ଟ୍ ଅଫ କଳାହାଣ୍ଡି ର ପ୍ରତିଷ୍ଠାତା ପ୍ରମୋଦ ସାହୁ,ଜିଲ୍ଲା ସଭାପତି ନବୀନ କୁମାର ସା,ଧର୍ମଗଡ଼ ନ.ଏ.ସି ସମ୍ପାଦକ ଅଙ୍କିତ ସେଠୀ,ଜୁନାଗଡ଼ ବ୍ଲକ ସଭାପତି ସ୍ବାସ୍ତିଦୀପ ଆଦିତ୍ୟ ଏବଂ ଧର୍ମଗଡ଼ ବ୍ଲକ ସଭାପତି ଲକ୍ଷ୍ମୀକାନ୍ତ ନାଏକ ର ମିଳିତ କାର୍ଯ୍ୟାନୁଷ୍ଠାନ ରେ ରକ୍ତ ଯୋଗାଣ ସଫଳ ହୋଇଥିଲା। ଦର୍ଲିପଡା ଗ୍ରାମର ମହେନ୍ଦ୍ର ମାଝୀ ମେଡିକାଲରେ ରକ୍ତ ଓ ଅନ୍ୟାନ୍ୟ ସୁବିଧା ପାଇଁ ସୋସିଆଲ ଏକ୍ଟିବିଷ୍ଟ୍ ଅଫ କଳାହାଣ୍ଡି ଧର୍ମଗଡ଼ ନ.ଏ.ସି ସମ୍ପାଦକ ଅଙ୍କିତ ସେଠୀ ସହିତ ଫୋନରେ ଯୋଗାଯୋଗ କରିଥିଲେ। ତୁରନ୍ଧ ସ୍ବାସ୍ତିଦୀପ ଆଦିତ୍ୟ ଆସି ସାହିଲ ଅଗ୍ରୱାଲ ନାମ ଜଣେ ବ୍ୟକ୍ତିକୁ ନେଇ ରକ୍ତଦାନ କରିଥିବା ମହେନ୍ଦ୍ର ପ୍ରତିକ୍ରିୟା ରଖୁଛନ୍ତି ଓ ଧନ୍ୟବାଦ ଦେଇଛନ୍ତି। ଏହି ସହଯୋଗ ସମୟରେ ସୋସିଆଲ ଏକ୍ଟିବିଷ୍ଟ୍ ଅଫ କଳାହାଣ୍ଡି ସଂଗଠନ ର ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

Post a Comment

Previous Post Next Post