ଖୋର୍ଦ୍ଧା (ଆଜତକ୍ ଓଡ଼ିଶା) ଦିବ୍ୟାଙ୍ଗ ପରିବାରକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କର ପ୍ରତିଶ୍ରୁତି ପ୍ରତିଶ୍ରୁତିରେ ରହିଗଲା, ୩ ମାସ କହି ୩ ବର୍ଷ ହୋଇଗଲାଣି, ହେଲେ ଏପର୍ଯ୍ୟନ୍ତ ଭୂମୀ ହିନ ଦିବ୍ୟାଙ୍ଗ ପରିବାରକୁ ନା ମିଳିଲା ଜମି ପଟ୍ଟା ନା PMAY-G ରେ ଏକ ଘର, ହଁ ଆଜ୍ଞା ଆମେ କହୁଛୁ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ NAC ଅନ୍ତର୍ଗତ ୧ ନମ୍ବର୍ ୱାର୍ଡ ର ଦିବ୍ୟାଙ୍ଗ ୮୦% ବର୍ଷା ନନ୍ଦ ଏବଂ ଦୀବ୍ୟାଙ୍ଗ ୪୦% ମାଁ ମାମି ନନ୍ଦା ଙ୍କର ଦୁଃଖ ଭରା ସଂସାର କଥା, ନା ଅଛି ଘର ଦ୍ୟାର ନା ଅଛି ଜମି, ଓଳିଏ ଖାଇଲେ ଓଳିଏ ଉପାସ, କିନ୍ତୁ ଏଠି ଜନ ସାଧାରଣରେ ଚର୍ଚ୍ଚା ହେଉଛି ୩ ବର୍ଷ ହେଲାଣି ଏହି ଅଶାହ୍ୟ ଦିବ୍ୟାଙ୍ଗ ପରିବାର ପ୍ରତି ଠିକ୍ କରିନାହାନ୍ତି ସରକାର,3 ବର୍ଷ ହେଲାଣି ତଦନ୍ତ ସରିଲାଣି ପୁଣି ପୂର୍ବତନ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ନିଜେ ଆସି ତଦନ୍ତ କରିଛନ୍ତି, ଥରେ ନୁହେଁ ୨ରୁ୩ ଥର ପୁଣି ତହସିଲଦାର,RI ଏବଂ NAC କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏହି ଦିବ୍ୟାଙ୍ଗ ପରିବାରକୁ ଏକ ସ୍ଥାୟୀ ଜମି ପଟା ସଙ୍ଗେ PMAY-G ରେ ଘର ଯୋଗାଇ ଦେବା ପାଇଁ କିନ୍ତୁ ନିର୍ଦ୍ଦେଶ ନିର୍ଦ୍ଦେଶରେ ରହି ଯାଇଛି, ତେଣୁ ଦୀବ୍ୟାଙ୍ଗ ବର୍ଷା ନନ୍ଦା ଏବଂ ତାଙ୍କ ମାଁ ଦୀବ୍ୟାଙ୍ଗ ମାମି ନନ୍ଦା ପୁନର ବାର୍ ସରକାର ଏବଂ ରାଜ୍ୟ ବାସୀଙ୍କୁ ଅନୁରୋଧ କରି କହିଛନ୍ତି ମୋ ପରିବାରକୁ ସାହା ହୁଅନ୍ତୁ, ମୁଁ ଆଉ ପାରୁନି, ନଚେତ୍ କେବେ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସହୁକରେ ଆତ୍ମହତ୍ୟା କରିଦେବି।

Post a Comment