ନୂଆପଡ଼ା (ପରମେଶ୍ବର ମେହେର) ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଡୁଆଝର ସାଲେପଡା ଗାଁରେ ନକଲି ବିଦେଶୀ ମଦ କାରଖାନା ଉପରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ । ଏହି ଚଢ଼ାଉରେ ଜଣେ ଅଭିଯୁକ୍ତ ଗିରଫ । ଗିରଫ ଅଭିଯୁକ୍ତ ହେଲେ ଡୁଆଝର ସାଲେପଡା ଗାଁର ସୁନୀଲ ମେହେର ।ଅବକାରୀ ବିଭାଗ ପକ୍ଷରୁ ପ୍ରକାଶ ଯେ ନୂଆପଡା ଅବକାରୀ ଅଧିକ୍ଷକ ସଙ୍ଘମିତ୍ରା ପ୍ରଧାନଙ୍କ ନିର୍ଦେଶରେ ଅବକାରୀ ବିଭାଗ ପକ୍ଷରୁ ଡୁଆଝର ସାଲେପଡା ଠାରେ ବହୁଦିନ ଧରି ବିଦେଶୀ ମଦ ତିଆରି ବିଭିନ୍ନ ସ୍ଥାନରେ ବିକ୍ରି କରୁଥିବା ବେଳେ ସୁନୀଲ କୁମାର ମେହେର (୨୫) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡ଼ିଛି । ନକଲି ବିଦେଶୀ ମଦ ୧୮୦ ଏମଏଲ ୪୮ ବୋତଲ, ଖାଲି ବୋତଲ ମେକଡଲ ନଂ ୧ ୭୫୦ ଏମଏଲ ୨୦ ବୋତଲ ଠିପି ୨୬୩୬ ଗୋଟି, ଖୋଲା ବୋତଲ ୧୮, ୧୮୦ ଏମ ଏଲ ୧୩ ବୋତଲ, ଖାଲି ବୋତଲ ଆଇ ବି ୧୮୦ ଏମ ଏଲ ୭୮ ବୋତଲ, ଆର ଏସ ୧୮୦ ଏମ ଏଲ ୮୭ ବୋତଲ, ଷ୍ଟୁଲିଙ୍ଗ ରିଜବ ୨୮୦ ଗୋଟି, ଆଇ ବି ଠିପି ୬୦୦, ସରକାରୀ ଲେବଲ ୧୯୫୦ ଗୋଟି, ଓ ଭିଭୋ ମୋବାଇଲ ଗୋଟିଏ, ସମ୍ପୃକ ଯୁବକଙ୍କ ଠାରୁ ଜବତ ହୋଇଛି ମୋଟ ନକଲି ମଦ ୮ ଲିଟର ୬୪୦ ଜବତ ହୋଇଛି । ଏନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ଅବକାରୀ ଅଧ୍ୟକ୍ଷକ ଶ୍ରୀମତୀ ପ୍ରଧାନ ପ୍ରକାଶ କରିଥିଲେ ।

Post a Comment