ନୂଆପଡା ,(ରିଖିରାମ ଦଳ) ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଥାନା ଚାନ୍ଦୋତରା ଛକ ନିକଟରେ ଶାଳୀକୁ ଅପହରଣ ଉଦ୍ୟମ କରୁଥିବା ଭିଣୋଇ କୁ କାବୁ କରାଯାଇଛି ।ନୂଆପଡା ଜିଲା ଖଡ଼ିଆଳ ଥାନା ଅଞ୍ଚଳର ବହଳପଦର ଗ୍ରାମର ଜଣେ ଯୁବତୀ କଲେଜକୁ ପଢିବାକୁ ଆସିଥିବା ବେଳେ ମାଣ୍ଡୋସିଲ ଗ୍ରାମର ସମ୍ପର୍କୀୟ ଭିଣୋଇ ତୁକୁଲା ଗ୍ରାମ ନିକଟରୁ ଏକ କାରରେ ଅପହରଣ କରି ନେଉଥିବା ବେଳେ ସିନ୍ଧେକେଲା ଥାନା ଚାନ୍ଦୋତରା ଛକ ନିକଟରୁ ଅପହୃତା ଭିଣୋଇ କୁ କାବୁ କରାଯାଇଥିଲା ।ଖବର ପାଇ ସିନ୍ଧେକେଲା ପୋଲିସ ଯୁବତୀ ଙ୍କୁ ଉଦ୍ଧାର କରିଥିବା ବେଳେ ଅପହୃତ ଭିଣୋଇ ମାଣ୍ଡେସିଲ ଗ୍ରାମର ଶିଶୁପାଳ ଜୁଆଡ଼ଏବଂ ଡ୍ରାଇଭର କୁ ପୋଲିସ ଅଟକ ରଖିଛି ।ବ୍ୟବହୃତ ଗାଡି -ଓଡ଼ି ୨୬ଇ ୭୯୬୭ କାର କୁ ଜବତ କରିଛି ପୋଲିସ ।ସିନ୍ଧେକେଲା ପୋଲିସ ଉଦ୍ଧାର କରିବା ପରେ ଖଡ଼ିଆଳ ଥାନାର ମାମଲା ହୋଇଥିବାରୁ ଖଡ଼ିଆଳ ପୋଲିସ ଅପହୃତ ଯୁବକ ଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

Post a Comment