ବେଲପଡା ୩/୨ (ଗଣେଶ ଦାସ) ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଅନ୍ତର୍ଗତ କାନୁଟ ପଞ୍ଚାୟତ ସ୍ଥିତ କାନୁଟ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ୨୦୨୪ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ କାନୁଟ ପଞ୍ଚାୟତର ସରପଞ୍ଚ ଆଶୋକ ମହାପାତ୍ରଙ୍କ ନେତୃତ୍ବରେ କାନୁଟ ନୋଡାଲ ଉଚ୍ଚ ବିଦ୍ୟାଳୟର ସଭାପତି ସତୁ ନାଏକ ଓ ମିଶନ ଶକ୍ତିର ଏମବିକେ ସୁନିତା ପଧାନ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ନାଚ,ଗିତ ଓ ଖେଳ ପ୍ରତିଯୋଗିତାରେ ଭାଗ ନେଇଥିବା ସ୍କୁଲର ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇ ମାନପତ୍ର ଦିଆ ଯାଇଥିଲା ।

Post a Comment